କୁନ୍ଦୁରି ଖାଇବା ଦ୍ବାରା ଶେଷ ହୋଇଯାଏ ଏହି ରୋଗ

କୁନ୍ଦୁଡି ଏକ ଉଷ୍ଣ କଟିବନ୍ଧୀୟ ଲତା ଅଟେ।ଏହା ସମଗ୍ର ଭାରବର୍ଷରେ ରହିଥାଏ।ଏବଂ ବହୁଜାଗାରେ ଏହାର ଚାଷ ମଧ୍ୟ କରାଯାଏ।ଏହାକୁ ଆୟର୍ବେଦ ରେ ବେମ୍ବି ଫଳ ରୂପରେ ଜଣାଯାଏ।ସର୍ବପ୍ରଥମେ ଏହାର ଚାଷ ଆଫ୍ରିକା ଏବଂ ଏସିଆରେ କରାଯାଇଥିଲା।ଏଥିରେ ଲୋକ ତରକାରୀ,ଭଜା ଏମିତି ବହୁତ୍ ଜିନିଷ ବନେଇ ଖାଇ ଥାନ୍ତି।ଏହା ବହୁତ୍ ଲାଭଦାୟକ ଅଟେ।ଏହାକୁ ମଧ୍ୟ ବହୁତ୍ କମ୍ ଲୋକ ଜାଣିଛନ୍ତି।ଆଜି ଆମେ ଏହାକୁ ଖାଇବା ଦ୍ଵାରା କଣ ଲାଭ ହେବ ସେ ବିଷୟରେ ଜାଣିବା।
ବିଛା କାମୁଡି ଥିଲେ ଏହାକୁ ଠିକ୍ କରିବା ପାଇଁ କୁନ୍ଦୁଡ଼ି ର ପ୍ରୟୋଗ କରିପାରନ୍ତି।

କୁନ୍ଦୁଡ଼ି ପତ୍ରର ରସ ବାହାର କରି ବିଛା କାମୁଡ଼ି ଥିବା ଜାଗାରେ ଲଗେଇଲେ ବିଛାର ବିଷ ଦେହରେ ବ୍ୟାପେ ନାହିଁ। କଞ୍ଚା କୁନ୍ଦୁଡ଼ି ର କିଛି ଦିନ ସେବନ ପରେ ଆଖିରେ ଚଷମା ର ଆବଶ୍ୟକତା ବି ପଡେ ନାହିଁ।ଏହାର ତରକାରୀ ନିରନ୍ତର ଖାଇବା ଦ୍ବାରା କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯାଇଥାଏ।ଏହା ଚନ୍ଦା ପଣରୁ ବି ବଞ୍ଚେଇ ଥାଏ।ହୃଦୟ ସମ୍ବନ୍ଧୀୟ ରୋଗ ଯେପରି ହେର୍ଟ୍ ଆଟାକ ଆଦି ଭଲ ହୋଇଯାଇଥାଏ।ଏହା ହେର୍ଟ ବିଟ କୁ ନିରନ୍ତନ୍ କରି ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ କରିଥାଏ।

Leave a Reply

Your email address will not be published. Required fields are marked *