ଜୋତା ପିନ୍ଧୁଛନ୍ତି ଯଦି ଅବଲମ୍ବନ କରନ୍ତୁ ଏହି ସବୁ ସାବଧାନତା

 

ଆଜି ଆମେ ଜାଣି ରଖିବା ଜୋତା ପିନ୍ଧୁଥିଲେ କଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।ଆଜିକାଲି ଚମଡା ରେ ତିଆରି ହୋଇଥିବା

ଜୋତା ର ବହୁତ୍ ଚାହିଦା କାରଣ ଏହା ପିନ୍ଧିବାକୁ ଭଲ ଲାଗେ।ଆଉ ଅଣ୍ଟାରେ ମଧ୍ୟ ଚମଡା ରେ ବେଲ୍ଟ୍ ପିନ୍ଧନ୍ତି।ଜାଣି ରଖନ୍ତୁ ଚମଡା ବେଲ୍ଟ୍ ପିନ୍ଧିବା ଉଚିତ୍ ନୁହେଁ।

କାରଣ ଆପଣ ଜାଣିନାହାନ୍ତି ଏହା କେଉଁ ଚମଡା ରୁ ତିଆରି ଆଉ ଆପଣ ଅଣ୍ଟା ରେ ଚମଡା କାଇଁ ବନ୍ଧିବେ।କଥାରେ ଅଛି ଯମ ଯେତେବେଳେ ତା ଦରବାର କୁ ନିଏ ସେତେବେଳେ ଅଣ୍ଟାରେ ଯମ ଦଉଡ଼ି ବାନ୍ଧି କରି ନିଏ।

ଯମ ଯେତେବେଳେ ଆମକୁ ନେବ ସେତେବେଳେ ଅଣ୍ଟାରେ ଚମଡା ର ଯମ ଦଉଡ଼ି ବାନ୍ଧି ନେବ। ତା ଆଗରୁ ଆମେ କାହିଁ ଅଣ୍ଟାରେ ଯମ ଦଉଡ଼ି ଭଳି ବେଲ୍ଟ୍ ବାନ୍ଧିବା।

କିଛି କିଛି ବାବୁ ମନେ ମନି ପର୍ ସ ମଧ୍ୟ ଚମଡା ର ବ୍ୟବହାର କରନ୍ତି। ଏଇଟା ଅଶୁଭ ର ସୂଚକ।କାରଣ ପ ର ସ ଭିତରେ ଆମେ କଣ ରଖନ୍ତି ଟଙ୍କା ଯାହା ମା ଲକ୍ଷ୍ମୀ ଙ୍କ ପ୍ରତୀକ।ମା ଲକ୍ଷ୍ମୀ ଙ୍କୁ ନେଇ ଯଦି ଆପଣ ଚମଡା ଖୋଳ ଭିତରେ ରଖନ୍ତି ତେବେ ଅବସ୍ଥା କଣ ହେବ ବୁଝୁଚନ୍ତି ତ?

ତେଣୁ ଆମେ ଜୋତା ମଧ୍ୟ ଚମଡା ରେ ପିନ୍ଧିବା ଉଚିତ୍ ନୁହେଁ।ଭଗଵାନ ଆମର ନିଜର ଚମଡା ଦେଇଛନ୍ତି ଆମେ କାହିଁ ଆଉ କାହାର ଚମଡା ପିନ୍ଧିବା।

Leave a Reply

Your email address will not be published. Required fields are marked *