ଏହି ଗଛ ର ଚେର ରଖନ୍ତୁ ନିଜ ପାଖରେ ଆଉ ଦେଖନ୍ତୁ କିପରି ବଢୁଛି ଧନ

ପ୍ରାୟ ଅଧିକାଂଶ ଲୋକ ଧନ ସମ୍ବନ୍ଧୀୟ ସମସ୍ୟା ପାଇଁ ଚିନ୍ତିତ ରହିଥାନ୍ତି।କିମ୍ବା କୌଣସି ରୋଗରେ ପୀଡ଼ିତ ହୋଇ ସେମାନେ ଚିନ୍ତିତ ରହିଥାନ୍ତି।ଏହି ସମସ୍ୟା ଥିବ ଲୋକମାନେ ଧନ ତ କମେଇ ଥାନ୍ତି କିନ୍ତୁ ସେହି ଧନ ଦ୍ବାରା ପରିବାରର ଦାରିଦ୍ର୍ୟ ଦୂର ହୋଇ ପାରେ ନାହିଁ।

କେବେ କେବେ କାମରେ ଧନର ଲାଭ ହୁଏ ନାହିଁ କିନ୍ତୁ ବେଳେବେଳେ ଧନ ପାଇ ମଧ୍ୟ ଖର୍ଚ୍ଚ ହୋଇଯାଇଥାଏ।ଏମିତିରେ ବ୍ୟକ୍ତି ଚିନ୍ତାଗ୍ରସ୍ତ ହୋଇଯାଏ।

ଯାହାର କାରଣରୁ ଧୀରେ ଧୀରେ ଗୋଟେ ରୋଗୀ ମଧ୍ୟ ହୋଇଯାଏ।ଶାସ୍ତ୍ରରେ ମନା ଯାଏ କି କିଛି ଜିନିଷ ବ୍ୟକ୍ତି ଯଦି ନିଜ ପାଖରେ ରଖିବା ତାହାହେଲେ ତାହାର ଧନ ପ୍ରବଳ ହୋଇଯାଏ।ଯେବେ ଭାଗ୍ୟ ଆପଣଙ୍କ ସାଥି ଦେଇଥାଏ ସେତେବେଳେ ଆପଣଙ୍କର ସଫଳତା ନିଶ୍ଚୟ ହୋଇଥାଏ

।ଆପଣ ଦେଖିଥିବେ କି କେତେ ଲୋକଙ୍କ ରୋଜଗାର ଅଧିକ ନ ଥିବ କିନ୍ତୁ ହେଲେ ବି ସେମାନେ ଖୁସିରେ ରହିଥାନ୍ତି।ତାଙ୍କର ସେହି କମ୍ ରୋଜଗାରରେ ମଧ୍ୟ ସବୁ ବୃଦ୍ଧି ହୋଇଥାଏ।ଯଦି ଆପଣ ଜୀବନରେ ଖୁସିରେ ବଞ୍ଚିବାକୁ ଚାହୁଁଛନ୍ତି ତଥା ଚାହୁଁଛନ୍ତି ଆପଣଙ୍କ ଜୀବନରେ ଖୁସି କମ୍ ନ ହେଉ ତେବେ ଏହି ଉପାୟ କୁ ଆପଣ ନିଶ୍ଚୟ କରନ୍ତୁ।

ଏହି ଉପାୟ ଆପଣଙ୍କୁ ଶୁକ୍ରବାର ଦିନ ହିଁ କରିବାର ଅଛି।ଏହି ଉପାୟ ପାଇଁ ଆପଣଙ୍କୁ କଦଳୀ ଗଛର ଚେର ଆଣିବାର ଅଛି।ଆପଣ ଶୁକ୍ରବାର ଦିନ ସ୍ନାନ ଆଦି ନିତ୍ୟକର୍ମ ସାରିବା ପରେ ଏହି କଦଳୀ ଗଛର ଚେରକୁ ଗଙ୍ଗା ଜାଲରେ ଧୋଇବାର ଅଛି। ତା ପରେ ଏହି ଚେରକୁ କଞ୍ଚା କ୍ଷୀରରେ ଧୋଇବେ।

ତା ପରେ ଗୋଟେ ଧାଗାକୁ କୁ ନେଇ ସେହି ଚେରରେ ପାଞ୍ଚ ଥର ଗୁଡେଇବେ।ଏହାପରେ ମହାଲକ୍ଷ୍ମୀଙ୍କ ଏହି ମନ୍ତ୍ରକୁ ପାଞ୍ଚ ଥର ଜପ କରିବେ।

“ଓଁ ଶ୍ରିଂ ଶ୍ରିଂ ମହାଲକ୍ଷ୍ମୀ ଶ୍ରିଂ ଶ୍ରିଂ ଓମ୍ ନମ୍ଃ “

ଏହି ମନ୍ତ୍ରକୁ ପାଞ୍ଚ ଥର ଜପିବା ପରେ ଆପଣ ମହାଲକ୍ଷ୍ମୀଙ୍କୁ ନିଜର ସମସ୍ୟା କହିବେ। ତା ପରେ ସେହି ଚେରକୁ ନିଜ ପକେଟ୍ ରେ କିମ୍ବା ଆଲମାରୀ ବା ସିନ୍ଧୁକ ରେ ରଖି ପାରିବେ।

ଯଦି ଆପଣ ଏହି ଉପାୟ କରିବେ ଆପଣଙ୍କ ଟଙ୍କା ର ସବୁ ସମସ୍ୟା ସମାପ୍ତ ହୋଇଯିବ।ତଥା ଆପଣଙ୍କ ଘରେ ଧନ ଦୌଲତ ଆଦି ବୃଦ୍ଧି ପାଇବ।

One Comment on “ଏହି ଗଛ ର ଚେର ରଖନ୍ତୁ ନିଜ ପାଖରେ ଆଉ ଦେଖନ୍ତୁ କିପରି ବଢୁଛି ଧନ”

Leave a Reply

Your email address will not be published. Required fields are marked *