ଭଗବାନ ନାରାୟଣ କାହିଁକି ସବୁବେଳେ ସାପ ର ଶେଯ ରେ ଶୋଇଥାନ୍ତି

ଆଜି ଆମେ ଜାଣିବା ଭଗଵାନ ବିଷ୍ଣୁ କାହିଁକି ସାପର ଶେଯରେ ଶୋଇଥାନ୍ତି।ଆପଣ ଫଟୋ ରେ ଭଗଵାନ ବିଷ୍ଣୁଙ୍କ ବହୁତ୍ ଗୁଡାଏ ଅବତାର ଦେଖିଥିବେ।ଭଗଵାନ ବିଷ୍ଣୁଙ୍କର ସାପର ଏହି ଶେଯ କୁ ଅନନ୍ତ ଶୟନ ବୋଲି କୁହାଯାଇଥାଏ।

ଭଗଵାନ ବିଷ୍ଣୁଙ୍କ କେତେ ଅବତାର ମଧ୍ୟରୁ ତାଙ୍କୁ କେତେ ଗୁଡ଼ିଏ ମୁଣ୍ଡ ଥିବା ସାପ ସହିତ ଦେଖା ଦିଅନ୍ତି।ହିନ୍ଦୁ ଧର୍ମ ଅନୁସାରେ ଏହି ବିଶାଳକାୟ ସାପକୁ ଶେଷ ନାଗ ବୋଲି କୁହାଯାଏ।ଏବଂ ଭଗବାନ୍ ବିଷ୍ଣୁ ତାଙ୍କ ଉପରେ ହିଁ ଆରାମ କରିଥାନ୍ତି।ଏହାର ଏକ ମହତ୍ଵ ରହିଛି ଚାଲନ୍ତୁ ସେହି ମହତ୍ଵ ବିଷୟରେ ଜାଣିବା।

ଭଗବାନ୍ ବିଷ୍ଣୁ ବହୁତ୍ ଗୁଡାଏ ଅବତାର ନେଇଥିଲେ।ଏବଂ ସେ ପାପ ସାଗରର ଦୁନିଆ କୁ ବଞ୍ଚେଇବାର ପ୍ରତୀକ ଅଟନ୍ତି।ଏହି କଥା ସତ ଅଟେ ଯେ ଭଗବାନ୍ ବିଷ୍ଣୁଙ୍କ ବାହାନା ଗରୁଡ ଅଟେ।

କିନ୍ତୁ ଶେଷ ନାଗ ଭଗବାନ୍ ବିଷ୍ଣୁଙ୍କ ପ୍ରତ୍ୟେକ ଅବତାର ସହ ଯୋଡ଼ି ହୋଇ ରହିଛନ୍ତି।କିନ୍ତୁ ସେ କାହିଁକି ସାପର ଶେଯରେ ଶୁଅନ୍ତି ଚାଲନ୍ତୁ ଜାଣିବା।

୧. ସବୁ ଗ୍ରହମାନଙ୍କର ବସିବାର ଆସନ – ହିନ୍ଦୁ ପୌରାଣିକ କଥାରେ ଏପରି ମନାଯାଇ ଛି ଯେ ଶେଷ ନାଗ ନିଜ ଜାତକରେ ସବୁ ନାଗଙ୍କୁ ଧରି ରହିଥାନ୍ତି।

ଏବଂ ସେମାନେ ଭଗବାନ୍ ବିଷ୍ଣୁଙ୍କ ମନ୍ତ୍ର ଉଚ୍ଚାରଣ କରନ୍ତି।ଯଦି ଭଗବାନ୍ ବିଷ୍ଣୁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ,ଗ୍ରହ ଆଉ ତାରା ର ପ୍ରତୀକ ଅଟନ୍ତି ତେବେ ଏହି ଉକ୍ତିଟି ସମ୍ପୂର୍ଣ୍ଣ ଭାବେ ସତ୍ୟ ଅଟେ।

୨. ଶେଷ ନାଗ କେବଳ ଭଗବାନ୍ ବିଷ୍ଣୁଙ୍କୁ ଆରାମ କରିବାକୁ ଜାଗା ଦେଇଥାନ୍ତି ତାହା ନୁହେଁ ସେ ଭଗବାନ୍ ବିଷ୍ଣୁଙ୍କ ରକ୍ଷକ ମଧ୍ୟ ଅଟନ୍ତି।କାରଣ ଭଗବାନ୍ ବିଷ୍ଣୁଙ୍କ ଜନ୍ମ ସମୟରେ ଯେତେବେଳେ ବାସୁଦେବ ତାଙ୍କୁ ନନ୍ଦ ଘରକୁ ନେଇଯାଇଥିଲେ ସେତେବେଳେ ଶେଷ ନାଗ ହିଁ ତୋଫାନ ରୁ ଭଗବାନ୍ କୃଷ୍ଣଙ୍କୁ ରକ୍ଷା କରିଥିଲେ।ତେଣୁ ନିଶ୍ଚିତ ଭାବରେ ସେ ଭଗବାନ୍ ବିଷ୍ଣୁଙ୍କ ରକ୍ଷକ ଅଟନ୍ତି।

୩.ସମୟର ମାର୍ଗଦର୍ଶକ – ଯେତେବେଳେ ସଂସାରରେ ପାପ ଅଧିକ ବଢ଼ିଯାଇଥିଲା ସେତେବେଳେ ଭଗବାନ୍ ବିଷ୍ଣୁ ସଂସାରର ଉଧାର କରିଥିଲେ।ଶେଷ ନାଗ ଅନନ୍ତ ଅର୍ଥାତ୍ ଯାହାର କିଛି ବି ସୀମା ନାହିଁ ଏହାର ପ୍ରତୀକ ଅଟେ।ଭଗବାନ୍ ବିଷ୍ଣୁ ସର୍ବଦା ଠିକ୍ ସମୟରେ ମାନବ ଜାତିର ମାର୍ଗ ଦର୍ଶନ କରିଥାନ୍ତି।ତେଣୁ ଏହି କାରଣ ଯୋଗୁ ସେ ସାପର ଶେଯରେ

Leave a Reply

Your email address will not be published. Required fields are marked *