ଘରେ କଣ ପାଇଁ ରଖାଯାଏ ଲାଫିଂ ବୁଦ୍ଧ ର ମୂର୍ତ୍ତି

ଲାଫିଂ ବୁଦ୍ଧ ବିଷୟରେ ବହୁତ୍ କଥା ପ୍ରଚଳିତ ଅଛି।ଆପଣ ଦୁଃଖରେ ରହୁଛନ୍ତି,ଋଣରେ ଅଛନ୍ତି ତାହେଲେ ଘରକୁ ଲଫିଂ ବୁଦ୍ଧ ର ମୂର୍ତ୍ତି ଆଣି ରଖନ୍ତୁ।ଏହି ସବୁ ସମସ୍ୟାର ସମାଧାନ ପାଇ ପାରିବେ।

ସଫଳତା ଆଉ ଆର୍ଥିକ ସମସ୍ୟାର ଅଧିକାରୀ ଅଟନ୍ତି ଲାଫି ବୁଦ୍ଧ।ବୁଦ୍ଧଙ୍କ ହସୁଥିବା ଚେହେରାକୁ ସଫଳତା ଆଉ ସୌଭାଗ୍ୟ ମନଯାଏ। ଚୀନ୍ ରେ ସମ୍ପତ୍ତିର ଦେବତା ମାନୁଥିବା ଲାଫି ବୁଦ୍ଧଙ୍କ ପୂଜା ଆରାଧନା କରାଯାଇଥାଏ।

ଘରେ ଏହାଙ୍କ ସ୍ଥାପନ ଦ୍ବାରା ଧନର ଆଗମନ ନିଶ୍ଚୟ ବୋଲି ମନା ଯାଏ। ମୋଟା ପେଟ ସଂପର୍ଣାତ ର ପ୍ରତୀକ ଅଟେ।ବୁଦ୍ଧଙ୍କ ପେଟକୁ ଛୁଇଁବାର ପରମ୍ପରା ମଧ୍ୟ ଚୀନ୍ ରେ ଅଛି।ଭଲ ଭାଗ୍ୟ,ଧନ ଆଉ ସୁଖ ପାଇଁ ଲୋକ ଲାଫିଁ ବୁଦ୍ଧକୁ ଘରେ ରଖିଥାନ୍ତି।

ଏମିତି ମାନ୍ୟତା ଅଛି କି ଘରେ ଲାଫିଙ୍ଗି ବୁଦ୍ଧକୁ ଘରେ ରଖିବା ଦ୍ବାରା ଜୀବନରେ ଖୁସି ଆସିଥାଏ।ଲୋକମାନେ
ଲାଫିଙ୍ଗି ବୁଦ୍ଧ କୁ ଘରେ ରଖି ତ ଦିଅନ୍ତି କିନ୍ତୁ ତାହା ସହ ଜଡ଼ିତ ସାବଧାନତା ବିଷୟରେ ବିଲକୁଲ୍ ଜାଣି ନ ଥାନ୍ତି।ଯାହା ତାଙ୍କ ପାଇଁ କ୍ଷତିକାରକ ହୋଇପାରେ।

ଯଦି ସମ୍ଭବ ଲାଫିଙ୍ଗି ବୁଦ୍ଧ କୁ ଘରର କବାଟ ପାଖରେ ରଖନ୍ତୁ ଯାହାଦ୍ଵାରା ସେ ସମସ୍ତ ଖରାପ୍ ପ୍ରଭାବକୁ ଦୁର କରିବେ।ଲାଫିଙ୍ଗି ବୁଦ୍ଧ କୁ ରୋଷାଈ ଘର, ବାଥରୁମ୍,ଡାଇନିଂ ଟେବୁଲ କିମ୍ବା ବେଡ୍ ରୁମରେ ରଖନ୍ତୁ ନାହିଁ।କାରଣ ଏହାକୁ ଅଶୁଭ ମନାଯାଏ।

ଏହାକୁ ତଳେ କେବେ ବି ରଖନ୍ତୁ ନାହିଁ।କାରଣ ଏଥିଦ୍ଵାରା ଘରର ହାନି ହୋଇଥାଏ।

Leave a Reply

Your email address will not be published. Required fields are marked *