ଭୃସଙ୍ଗ ପତ୍ର ର ଚମତ୍କାରୀ ଉପକାରିତା ,ଏହି ସବୁ ରୋଗରୁ ଦେଇଥାଏ ତୁରନ୍ତ ମୁକ୍ତି

ଭୃସଙ୍ଗ ପତ୍ରର ବାସ୍ନା ପାଇଁ ଏହାକୁ ଖାଦ୍ୟରେ ବ୍ୟବହାର କରାଯାଇଥାଏ I ବାସ୍ନା ସହିତ ଏହା ଖାଦ୍ୟର ସ୍ୱାଦ କୁ ପରିବର୍ତନ କରିଦେଇଥାଏ I କିନ୍ତୁ କେବଳ ବାସ୍ନା ବା ସ୍ୱାଦିଷ୍ଟ ପାଇଁ ଏହାକୁ ବ୍ୟବହାର କରାଯାଏ ନାହିଁ I ଭୃସଙ୍ଗ ପତ୍ର ରେ ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାର ସେବନ ଆମ ଶରୀର ପାଇଁ ଅନେକ ଉପକାରିତା ହେଇଥାଏ I ଅନେକ ଲୋକ ସାଧାରଣତଃ ମିଠା ଖାଇବାକୁ ପସନ୍ଦ କରୁଥିଲେ ମଧ୍ୟ ,ଡାଇବେଟିସ ଡରରେ ଖାଇନଥାନ୍ତି I କିନ୍ତୁ ଯଦି ଆପଣଙ୍କୁ ମିଠା ପସନ୍ଦ ତେବେ ଆପଣଙ୍କ ପସନ୍ଦ ଅନୁଯାଇ ମିଠା ଖାଇସାରିବା ପରେ ପ୍ରତିଦିନ ଦୁଇଟି ମାତ୍ର ଭୃସଙ୍ଗ ପତ୍ର ଖାଆନ୍ତୁ ଏହାଦ୍ୱାରା ଡାଇବେଟିସ ର ଭୟ ନଥାଏ I

କାହିଁକିନା ରକ୍ତରେ ଥିବା ସୁଗାର ଲେବୁଲ କୁ ଭୃସଙ୍ଗ ପତ୍ର ନିୟନ୍ତ୍ରଣ କରିଥାଏ I ଯଦି ଆପଣଙ୍କୁ ଝାଡା ଲାଗିରହୁଥାଏ ତେବେ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଝାଡା ବନ୍ଦ ରହିଥାଏ I ଯଦି ଆପଣଙ୍କ ଛୁଟୀ ଝାଡ଼ୁଥାଏ ତେବେ ଭୃଷଙ୍ଗପତ୍ର ସାହାଯ୍ୟ କରିଥାଏ ଚୁଟି ଝଡା ରୋକିବାକୁ Iଯଦି ଥଣ୍ଡା ସର୍ଦି ଲାଗିରହୁଥାଏ ତେବେ ନିୟମିତ ଭୃଷଙ୍ଗପତ୍ର ଖାଇବା ଦ୍ୱାରା ଏହା ଆମ କୋଷିକା କୁ ଶକ୍ତି ଦେଇଥାଏ ବାହ୍ୟ କୀଟାଣୁ ମାନଙ୍କ ସହିତ ଲଢ଼ିବାକୁ I

Leave a Reply

Your email address will not be published. Required fields are marked *