ବିୟର ପିଉଛନ୍ତି କି? ତେବେ ନିଶ୍ଚିନ୍ତ ଜାଣି ରଖନ୍ତୁ ଏହି କଥା

ଆପଣ ବିୟର ପିଉଛନ୍ତି କି? ହୁଏତ ଆପଣ ଅଭ୍ୟାସ ଗତ କିମ୍ବା କାହାର କଥା ଯେପରିକି କି ସୁସ୍ଥ ରହିବ,ମୋଟ ହେବ ଏପରି କଥା ରେ ଯଦି ଷ୍ଟାର୍ଟ କରିଛନ୍ତି ପିଇବା ତେବେ ନିଶ୍ଚୟ ପଢନ୍ତୁ ଏହାକୁ ଏବଂ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସତର୍କ କରନ୍ତୁ।

ଆଜି ମୁଁ ଆପଣଙ୍କୁ ବିୟର ପିଇବା ର ଖରାପ୍ ପ୍ରଭାବ ଗୁଡ଼ିକ ବିଷୟରେ ଜଣାଇବି।

ଆଜି କାଲି ଲୋକ ମାନେ ମଦ ପିଇବା ଅପେକ୍ଷା ବିୟର ପିଇବାକୁ ବେଶୀ ପସନ୍ଦ କରୁଛନ୍ତି କାହିଁକି ନା ଏଥିରେ କମ ନିଶା ହୋଇଥାଏ ଏବଂ ଏଥିରେ ଆଲକୋହଲ୍ ମଧ୍ୟ ବହୁତ୍ କମ୍ ରହିଥାଏ

୧. ବିୟର ପିଇବା ଦ୍ଵାରା ଆପଣଙ୍କ ମେଦ ବହୁତ୍ ବୃଦ୍ଧି ଘଟିଥାଏ। ବିୟର ପିଇଲେ ପେଟ ମଧ୍ୟ ବାହାରିଥାଏ। ଆପଣ ଯେ କୌଣସି ନିୟମିତ ବିୟର ପିଉଥିବ ବ୍ୟକ୍ତି ଙ୍କୁ ଦେଖିବେ ତାଙ୍କର ପେଟ ନିଶ୍ଚିତ ଭାବରେ ବାହାରିଥିବା।

ଯଦି ଆପଣ ପୂର୍ବରୁ ହିଁ ମୋଟା ତେବେ ଆଦୌ ବିୟର ପିଆନ୍ତୁ ନାହିଁ କାରଣ ଏହା ଆପଣଙ୍କ ମୋଟା ପଣ କୁ ଆହୁରି ବେଶୀ ବଢ଼ାଇବା।

୨. ଅଧିକ ବିୟର ପିଇବା ଦ୍ଵାରା ଲିଭର୍ ନଷ୍ଟ ହୋଇଯାଏ କାରଣ ଏଥିରେ ଅଲ୍କୋହଲ୍ ମଧ୍ୟ ରହିଥାଏ। ଆପଣଙ୍କର ଲିଭାର୍ ଥରେ ଖରାପ୍ ହେଲେ ଆପଣ ଯାହା ଖାଇବେ ତାହା ହଜମ ହେବ ନାହିଁ କାରଣ ପାଚନ ରସ କ୍ଷରଣ କରିବା କାମ ଲିବର୍ ହିଁ କରିଥାଏ।

୩. ଅଧିକ ବିୟର ପିଇବା ଦ୍ଵାରା ତଣ୍ଟି କ୍ୟାନ୍ସର ହେବାର ମଧ୍ୟ ସମ୍ଭାବନା ରହିଥାଏ।

୪. ଯଦି ଆପଣଙ୍କ ଉଛ ରକ୍ତ ଚାପ ର ରୋଗ ଅଛି ତେବେ କୌଣସି ମତେ ବି ବିୟର ପିଅନ୍ତୁ ନାହିଁ। କାହିଁକି ନା ଏହି ବିୟର ଆପଣଙ୍କ ରକ୍ତ ରେ ମିଶି ରକ୍ତ ଚାପ କୁ ବହୁତ୍ ବଢାଇ ଦେଇଥାଏ। ଯାହା ଆପଣଙ୍କ ଜୀବନ ପାଇଁ ବିପଦ ନେଇ ଆସି ପରେ।

୫. ବେଶୀ ବିୟର ପିଇବା ଦ୍ଵାରା କୌଣସି ଜିନିଷ କୁ ମାନେ ରଖିବାର ଶକ୍ତି କମି ଯାଏ। ତେଣୁ ବିୟର ଅଧିକ ଆଦୌ ପିଅାନ୍ତୁ ନାହିଁ।

ତେବେ ଏହା ଥିଲା ବିୟର ସମ୍ବନ୍ଧୀୟ କିଛି ତଥ୍ୟ। ଅନ୍ୟ ମାନଙ୍କୁ ସେୟାର କରି ଜଣାଇବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *