ଆପଣଙ୍କ ଅଏଲୀ ସ୍କିନ କୁ କିପରି କରିବେ ଡ୍ରାୟ: ଏହି ସହଜ ଉପାୟ ରେ

ଯଦି ଆପଣ ଅଧିକରୁ ଅଧିକ ସୁନ୍ଦର୍ ଦେଖାଯିବା କୁ ଚାହୁଁଛନ୍ତି ଏବଂ ଅଏଲି ଚର୍ମରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଜାଣି ରଖନ୍ତୁ ଏହି ସବୁ ଉପାୟ।ଯଦି ଆପଣ ସୁନ୍ଦର୍ ଦେଖାଯିବା କୁ ଚାହୁଁଛନ୍ତି ତେବେ କେଉଁଠି କୁ ଯିବାର ଆବଶ୍ୟକ ନାହିଁ।କେବଳ ଘରେ ବସି କରନ୍ତୁ ଏହି ସବୁ ଉପାୟ।

ଆପଣ ଯଦି ଦହି ସହ ହଳଦୀ ମିଶାଇ ଲାଗେଇବେ ଆପଣଙ୍କ ଅଏଲି ଚର୍ମ ଦୁର ହେବା ସହ ଆପଣଙ୍କ ଡାର୍କ ସର୍କଲ ମଧ୍ୟ ଦୁର ହୋଇଥାଏ।ପ୍ରଥମେ ଆପଣ ଦୁଇ ଚାମଚ୍ ଦହି ଗୋଟେ ଵାଉଲ୍ ରେ ଆଣନ୍ତୁ।ସେଥିରେ ଅଧା ଚାମଚ୍ ହଳଦୀ ପାଉଡର ମିଶାନ୍ତୁ।

ଏହାପରେ ଆପଣ ଆପଣଙ୍କୁ ତ୍ବଚାରେ ଏହାକୁ ଲଗାନ୍ତୁ।ଏହାପରେ ୫ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ ମସାଜ୍ କରନ୍ତୁ।ଏହାପରେ କିଛି ସମୟ ସୁଖିବାକୁ ଛାଡ଼ି ଦିଅନ୍ତୁ।୧୫ ମିନିଟ୍ ପରେ କିଛି ଥଣ୍ଡା ପାଣିରେ ଆପଣଙ୍କ ମୁହଁକୁ ଧୋଇ ଦିଅନ୍ତୁ।ଏପରି ଆପଣ ଯଦି ସପ୍ତାହକୁ ଦୁଇ ଥର କିମ୍ବା ତିନି ଥର କରିବେ ଦେଖିବେ ଆପଣଙ୍କ ତ୍ବଚା ଅଧିକରୁ ଅଧିକ ଗ୍ଲୋ କରିବ।ଏବଂ ଯଦି ଆପଣଙ୍କ ତ୍ୱଚ଼ା ଅଏଲି ଅଛି ଏହା ଡ୍ରାଏ ହୋଇଯିବ।

Leave a Reply

Your email address will not be published. Required fields are marked *