ଏଇ ସବୁ ଜାଗାରେ ଭୁଲ ରେ ବି ଆଇନା ରଖନ୍ତୁ ନାହିଁ ,ନଚେତ ଘରେ ସର୍ବଦା କଳି ଝଗଡା ଲାଗିରହିବ I

ଆଇନା ମଣିଷର ସବୁଠାରୁ ନିଜର ,ନିଜ ପ୍ରତିଛବି କୁ ସଠିକ ଭବାରେ ଦର୍ଶାଇଦେଇଥାଏ I କଥାରେ ଅଛି ଆଇନା କେବେ ମିଛ କହେନା I ଘରେ ସାଧାରଣତଃ ଆମେ ଆଇନା ଟାଙ୍ଗିଥାଉ ,କିନ୍ତୁ କଣ ଆପଣ ଜାଣିଛନ୍ତି କି ଆଇନା କୁ ଯେ କୌଣସି ଦିଗରେ ଟାଙ୍ଗିବା ଉଚିତ ନୁହେଁ ଏହା ନକରତ୍ମକ ଶକ୍ତି ପକାଇଥାଏ ଘର ଉପରେ I ଆଜି ଚାଲନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁଯାଇ ଆଇନା କୁ କିପରି ଏବଂ କେଉଁଠି ଟାଙ୍ଗିବା ଉଚିତ I
1)ଘରର ମୁଖ୍ୟପ୍ରବେଶ ଦ୍ୱାର ରେ ଦର୍ପଣ ବା ଆଇନା କେଭେଁବି ରଖନ୍ତୁ ନାହିଁ I ଏହା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ I

2)ଆଇନା କୁ ଘରର ପୂର୍ବ ଉତ୍ତର ଦିଗରେ ରଖିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିବା ସହିତ ଘରେ ସୁଖ ଶାନ୍ତି ବ୍ରୁଦ୍ଧିହେଇଥାଏ I 3) ଘର ର ବେଡ଼ରୁମ ବା ଶୟନ କକ୍ଷ ରେ କଦାପି ଆଇନା ରଖନ୍ତୁ ନାହିଁ ,କାହିଁକିନା ଶାସ୍ତ୍ର ରେ କୁହାଯାଇଛି କି ବେଡ଼ରୁମ ରେ ଆଇନା ରଖିବା ଦ୍ୱାରା ଯଦି ସ୍ୱାମୀ ସ୍ତ୍ରୀଙ୍କର ମିଳନ ବା ସମ୍ଭୋଗ ଆଇନା ରେ ଦୃଶ୍ୟମାନ ହୁଏ ଏହା ପାରିବାରିକ କଳହ ର କାରଣ ହେଇଥାଏ I

ଯଦି ଆପଣ ଶୟନ କକ୍ଷରେ ଆଇନା ରଖୁଛନ୍ତି ତେବେ ଏପରି ଭାବରେ ରଖନ୍ତୁ ଯେପରି ନିଜର ବେଡ୍ ଦେଖାଯାଏ କିମ୍ବା ଏହାକୁ ଆପଣ କୌଣସି ପରଦା ଦ୍ୱାରା ଢାଙ୍କି ଦେଇ ପାରିବେ I 4) ଟ୍ରେଜେରି ବାଟଙ୍କା ,ସୁନା ରଖିଥିବା ଆଲମାରୀ ସାମ୍ନାରେ ଆଇନା ରଖିବା ଦ୍ୱାରା ଏହା ର ଶୁଭ ଫଳ ମିଳିଥାଏ ,ଘରେ କଦାପି ଋଣ ହେଇନଥାଏ I

5)ଆଇନା କୁ କଦାପି ମଇଳା ରଖନ୍ତୁ ନାହିଁ ,ଏହା ର ନକାରାତ୍ମକ ଶକ୍ତି ବୃଦ୍ଧି ହେଇଥାଏ I ଘରେ ଭଙ୍ଗା ଆଇନା ରଖନ୍ତୁ ନାହିଁ ଏହା ଭଲ ନୁହେଁ I

Leave a Reply

Your email address will not be published. Required fields are marked *