ଯଦି ଏହି ୪ଟି ସଂକେତ ମିଳେ ତାହେଲେ ଜାଣି ନିଅନ୍ତୁ ଭଗବାନ୍ ଆପଣକଂ ସହ ଅଛନ୍ତି

ଆମର ହିନ୍ଦୁ ଧର୍ମ ରେ ଅନେକ ଗୁଡ଼ିଏ ଗ୍ରନ୍ଥ ରହିଛି।ଆପଣଙ୍କ ମନରେ ଯେ କୌଣସି ବି ପ୍ରଶ୍ନ ଆସୁ ନା କାହିଁକି ଏହାର ଉତ୍ତର ରହିଛି ଆମର ଧର୍ମ ଗ୍ରନ୍ଥ ରେ। ଏହି ପ୍ରଶ୍ନ ଭଗବାନ୍ ଙ୍କୁ ନେଇ ହେଉ ବା ଜୀବନ କୁ ନେଇ।

ବେଳେ ବେଳେ ଆମ ମନକୁ ପ୍ରଶ୍ନ ଆସେ କି କଣ ସତରେ ଭଗବାନ୍ ଆମ ସହ ଅଛନ୍ତି। ତେବେ ଏହାର ଉତ୍ତର ମଧ୍ୟ ରହିଛି ଆମ ଶାସ୍ତ୍ର ରେ।

ତେବେ ଆସନ୍ତୁ ଜାଣିବ ଏପରି କିଛି କଥା ବିଷୟରେ ଯାହା ଆପଣକୁ ଜନାଇଦେବେ କି ସତରେ ଭଗବାନ୍ ଅଛନ୍ତି ନା ନାହିଁ ଆପଣଙ୍କ ସହ

୧- ଯାହା ଆପଣ ସ୍ବପ୍ନ ଦେଖିଥିବେ ତାହା ସତ ହେବା।

ଏପରି କେବେ ଆପଣଙ୍କ ସହ ହେଇଛି କି ଯାହା ଆପଣ ସ୍ବପ୍ନ ଦେଖିଥିବେ ତାହା ସତ ରେ ପରିଣତ ହୋଇଯାଇଥିବା।

ଯଦି ଏପରି କିଛି ଘଟିଛି ତେବେ ଏହା ଏକ ଲକ୍ଷଣ ଯେ ଭଗବାନ୍ ସବୁବେଳେ ଆପଣଙ୍କ ସହ ଅଛନ୍ତି। ଆପଣ ସେହି ଭଳି କିଛି ଭଲ କାମ କରିଛନ୍ତି ଯାହା ପାଇଁ କି ଆପଣଙ୍କ ଉପରେ ଭଗବାନ୍ ଙ୍କ ଆଶୀର୍ବାଦ ରହିଛି।

୨- ସ୍ବପ୍ନ ରେ ସାଧୁ କିମ୍ବା ଭଗବାନ୍ କିମ୍ବା ମନ୍ଦିର ଦେଖା ଯିବା

ଯଦି ଆପଣ ସ୍ବପ୍ନ ରେ କୌଣସି ସାଧୁ ମହାତ୍ମା, ଭଗବାନ୍ ଙ୍କ ମୂର୍ତ୍ତି କିମ୍ବା ମନ୍ଦିର ଦେଖୁଛନ୍ତି ତାହେଲେ ଜାଣି ନିଅନ୍ତୁ ଯେ ଆପଣକଂ ସହ ଭଗବାନ୍ ଅଛନ୍ତି।

୩- ଆପଣଙ୍କର ସମସ୍ତ ନିର୍ଣ୍ଣୟ ସତ୍ୟ ରେ ପରିଣତ ହେବା

ଯେବେ ଆପଣଙ୍କ ସମସ୍ତ ନିର୍ଣ୍ଣୟ ସତ୍ୟ ହେଇ ଯାଏ ଜାଣନ୍ତୁ ଭଗବାନ୍ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ଅଛି ଓ ଆପଣ ଠିକ୍ ରାସ୍ତା ରେ ଅଛନ୍ତି।

ସଦାବେଳେ ଏହି ଭାବରେ ଭଗବାନ୍ ଙ୍କ ଆରାଧନା କରିବା ସହ ସତ୍ୟ ପଥ ରେ ଚାଲନ୍ତୁ।

୪- ଆପଣକଂ ମନ ରେ ଅନ୍ୟ ପ୍ରତି କ୍ରୋଧ ଲୋଭ କିମ୍ବା କାମନା ନ ଆସିବା।

ଏହା ଏତେ ସହଜ ନ ହୋଇଥିଲେ ମଧ୍ୟ ଏହାକୁ ସାଧୁ ମାନେ ହାସଲ କରିପାରନ୍ତି ଯାହା ଫଳରେ ହିଁ ସେମାନେ ଭଗବାନ୍ ଙ୍କ ନିକଟତର ହୋଇପାରନ୍ତି ଏବଂ ମୋକ୍ଷ ପ୍ରାପ୍ତି ହୁଅନ୍ତି।

Leave a Reply

Your email address will not be published. Required fields are marked *