କଥା କଥା ରେ କାନ୍ଦୁଥିବ ଝିଅ ମାନଂକ ସ୍ବଭାବ ଓ ଲକ୍ଷଣ

ଆଜି ଆମେ ଜାଣିବା କଥା କଥାରେ କାନ୍ଦୁଥିବା ମହିଳା ମାନଙ୍କ ବିଷୟରେ।କିନ୍ତୁ ବହୁତ୍ ଲୋକ ତାଙ୍କର ଏହି ଅଭ୍ୟାସ କାରଣରୁ ତାଙ୍କୁ ଦୁର୍ବଳ ଭାବିଥାନ୍ତି।ତାଙ୍କର ପରିହାସ କରିଥାନ୍ତି କେବଳ ଏତିକି ନୁହେଁ ତାଙ୍କ ଉପରେ ହସିବାକୁ ମଧ୍ୟ ଲାଗି ଥାନ୍ତି।

ଯେଉଁ ମହିଳା ମାନେ ଛୋଟ ଛୋଟ କଥାରେ କାନ୍ଦି ଥାନ୍ତି ସେମାନେ ହୃଦୟରେ ବହୁତ୍ ଭଲ ହୋଇଥାନ୍ତି।ଏମାନେ କାହାର କଷ୍ଟ ଦେଖି ପାରନ୍ତି ନାହିଁ ଏବଂ ନିଜର ଭାବନାକୁ କଣ୍ଟ୍ରୋଲ କରି ପାରନ୍ତି ନାହିଁ।

ଏପରି ମହିଳା ଯାହାକୁ ବି ଭଲ ପାଇଥାନ୍ତି ହୃଦୟରୁ ଭଲ ପାଇଥାନ୍ତି।ଓ ତାଙ୍କ ବିନା ରହିପାରନ୍ତି ନାହିଁ।ସେମାନେ ଅନ୍ୟମାନଙ୍କ ଭାବନାକୁ ଭଲ ଭାବରେ ଜାଣି ପାରିଥାନ୍ତି।ଏମାନେ ମଧ୍ୟ ବହୁତ୍ ବୁଦ୍ଧିମାନ ହୋଇଥାନ୍ତି।ଏପରି ସ୍ତ୍ରୀ ମାନେ ଭୁଲରେ ବି କାହାରି ମନରେ ଦୁଃଖ ଦିଅନ୍ତି ନାହିଁ।ଓ କାହାର କ୍ଷତି କରିବା ବିଷୟରେ ଭୁଲ୍ ରେ ବି ଚିନ୍ତା କରନ୍ତି ନାହିଁ।

କାହାର ଲାଭ ଉଠେଇବା ବା କାହାର ବ୍ୟବହାର କରିବା ଏମାନଙ୍କୁ ଜଣା ନ ଥାଏ।ଏମାନେ ଆଗୁଆ କାହା ଠାରୁ ବି ସାହାଯ୍ୟ ମାଗି ପାରନ୍ତି ନାହିଁ।ସେଥିପାଇଁ ଏମାନଙ୍କୁ ଏକୁଟିଆ ପଣର ଅନୁଭବ ହୋଇଥାଏ।

Leave a Reply

Your email address will not be published. Required fields are marked *