ଘର ର ଏହି ଦିଗ ରେ ଭୁଲ୍ ରେ ବି ଲଗାନ୍ତୁ ନାହି ଘଣ୍ଟା

ଆଜି ଆମେ ଜାଣିବା ବାସ୍ତୁ ଅନୁସାରେ ଘଣ୍ଟାକୁ କେଉଁ ଦିଗରେ ଲଗେଇଲେ ଶୁଭ ଆଉ ଅଶୁଭ ହୋଇଥାଏ।
ସମସ୍ତଙ୍କ ଘର କାନ୍ଥରେ ଘଣ୍ଟା ନିଶ୍ଚୟ ଲାଗିଥାଏ।

କାନ୍ଥରେ ଆମେ ତାକୁ ଏମିତିଆ ଜାଗାରେ ଲଗେଇଥାଉ ଯାହାକି ଦେଖିବାକୁ ବହୁତ୍ ସହଜ ହୋଇଥାଏ।ଆଉ ଏମିତି ମଧ୍ୟ କୁହାଯାଏ କାହାକୁ ଘଣ୍ଟା ଉପହାର ଦେବା ଉଚିତ୍ ନୁହେଁ କାରଣ ଘଣ୍ଟା ଉପହାର ଦେବା ଦ୍ବାରା ଆମେ ଭଲ ସମୟ ସହ ଖରାପ୍ ସମୟ ମଧ୍ୟ ଦେଉଛନ୍ତି।।ଏହା ସହ ଘଣ୍ଟାର ସମୟକୁ
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗର କାନ୍ଥରେ କେବେ ବି ଘଣ୍ଟା ଲଗାନ୍ତୁ ନାହିଁ।କାରଣ ଘରର ଦକ୍ଷିଣ ଦିଗ ଯମ ରାଜାଙ୍କ ଦିଗ ଅଟେ।

ବେଳେ ବେଳେ ଘରର କାନ୍ଥରେ ଲାଗିଥିବା ଘଣ୍ଟା ବନ୍ଦ ରହିଥାଏ।

ଆଉ ସମୟ ଦେଖିବାକୁ ହେଲେ ଆମେ ମୋବାଇଲ କିମ୍ବା ହାତ ଘଣ୍ଟାର ବ୍ୟବହାର କରିଥାଉ ଏଥିପାଇଁ ଆମର ଦୃଷ୍ଟି ବନ୍ଦ ଘଣ୍ଟା ଉପରେ ପଡ଼ି ନ ଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ବନ୍ଦ ଘଣ୍ଟାକୁ ଘରେ ରଖିଲେ ଶୁଭ ସମୟ କମିଯାଏ ଏବଂ ଅଶୁଭ ସମୟ ବଢ଼ିଯାଏ।ଏଥିପାଇଁ ଏହି ଖରାପ୍ ବା ବନ୍ଦ ଥିବା ଘଣ୍ଟାକୁ ଠିକ୍ କରିବା ଦରକାର କିମ୍ବା ଘଣ୍ଟାକୁ ବାହାର କରିଦେବା ଆବଶ୍ୟକ।

ଆଉ ଘଣ୍ଟାର ସମୟକୁ ସବୁବେଳେ ଠିକ୍ ରଖିବା ଦରକାର।ଯଦି ଆପଣ ଘଣ୍ଟାରୁ ଲାଭ ପାଇବାକୁ ଚାହୁଁଛନ୍ତି ତେବେ ମଧୁର ଧୋନି ମିଳୁଥିବା ଘଣ୍ଟାକୁ ଘରେ ଲଗାନ୍ତୁ।ବାସ୍ତୁ ଶାସ୍ତ୍ର ଅନୁସାରେ ଘଣ୍ଟାକୁ ପୂର୍ବ,ପଶ୍ଚିମ,କିମ୍ବା ଉତ୍ତର ଦିଗ ସ୍ଥିର କାନ୍ଥରେ ଲଗାନ୍ତୁ।ଏହି ଦିଗ ଗୁଡ଼ିକ ଆମ ଘରେ ଶୁଭ ସମୟ ଆସିବାରେ କାମ ଆସିଥାଏ।

Leave a Reply

Your email address will not be published. Required fields are marked *