ଜଲଦି ମୋଟା ପଣ କମେଇବାକୁ କରନ୍ତୁ ଏହି ଘରୋଇ ଉପାୟ

ମାନବ ଶରୀରରେ ରଙ୍ଗ ଓ ରୂପ ତ ଭଗବାନ୍ ଦେଇଛନ୍ତି।କିନ୍ତୁ ମାନବ ଶରୀରର ଗଢଣ କୁ ଆକର୍ଷିତ କରିବା ବ୍ୟକ୍ତିର ହାତରେ ହିଁ ଥାଏ।ଶରୀରର ଓଜନ ବଢିବା ଏକ ଛୋଟ ସମସ୍ୟା ନୁହେଁ। ମୋଟାପଣ ଜୀବନରେ ବହୁତ୍ ରୋଗର କାରଣ ଅଟେ।

ଆଜି ଆମେ ଏମିତି ଚମତ୍କାରୀ ଘରୋଇ ଉପକାର ବିଷୟରେ ଜାଣିବା ଯାହା ଯଦି କେହି ନିୟମ ପୂର୍ବକ ପାଳନ କରେ ତେବେ ନିଶ୍ଚିତ ରୂପେ ସେ ମୋଟାପଣରୁ ଦୂରେଇ ପାରିବ।

ଏଥିପାଇଁ ପ୍ରଥମତଃ ଆପଣ ଏକ ବଡ଼ ଗ୍ଲାସ୍ ହାଲକା ଗରମ୍ ପାଣିରେ ଏକ ଚାମଚ୍ ବେକିଙ୍ଗ ସୋଡ଼ା ମିଶାଇ ଏହାର ପ୍ରତିଦିନ ସେବନ କରନ୍ତୁ।
ଦିତୀୟରେ ଭୋଜନ ପୂର୍ବରୁ ଟମାଟୋ ସୁପ୍ ଅଥବା କଞ୍ଚା ଟମାଟୋ ଖାଇବା ଦ୍ବାରା ମଧ୍ୟ ଓଜନ କମିଥାଏ।

ତୃତୀୟରେ ନିଦ ପୁରା ନ ହେବା ମୋଟାପଣର ଆଉ ଏକ କାରଣ ଅଟେ।ଏଥିପାଇଁ ଆପଣ ଭରପୁର ନିଦ ନିଅନ୍ତୁ।
ଚତୁର୍ଥ ରେ କୋବି ତରକାରୀ ର ସେବନ କରନ୍ତୁ।ଏହା ଚିନି ଏବଂ କାର୍ବୋହାଇଡ୍ରେଟ କୁ ଚର୍ବିରେ ପରିବର୍ତ୍ତନ ହେବାକୁ ରୋକି ଥାଏ।

ଏହା ଦ୍ବାରା ଆପଣଙ୍କ ପେଟ ଆଉ ଜଂଘ ର ମୋଟାପଣ ବହୁତ୍ ଶୀଘ୍ର କମିଯାଏ।

ଅଦା ର ଚାହା ମଧ୍ୟ ମୋଟା ପଣ କମେଇବା ରେ ବହୁତ୍ ସହାୟକ ହୋଇଥାଏ।ଏଥିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଇବା ଦ୍ବାରା ମୋଟା ପଣ କମ୍ ହୋଇଥାଏ।

Leave a Reply

Your email address will not be published. Required fields are marked *