କୋଣାର୍କ ରେ ଯୁବତୀ ଙ୍କୁ ଏକ ଘରେ ବନ୍ଦ କରି 10 ଦିନ ଧରି 10ଜଣ ଯୁବକ କରୁଥିଲେ ଲୋମଟାଙ୍କୁରା ଧର୍ଷଣ

ଏବେ ମା ଦୁର୍ଗା ଙ୍କ ପୂଜା ଚାଲିଛି ,ସବୁଆଡେ ଭକ୍ତି ମୟ ପରିବେଶ ,ଧରାପୃଷ୍ଠରେ ଅବତରଣ କରିସାରିଛନ୍ତି ମା ଦୁର୍ଗା ମହିଷାସୁର ର ବଧ ହେବ I ଧରାପୃଷ୍ଠ ରୁ ପାପର ବିନାଶ ହେବ I କିନ୍ତୁ ମହିଷାସୁର ମାନେ ଏବେବି ଖୋଲାଖୋଲି ବୁଲୁଛନ୍ତି ଖୋଲା ଆକାଶ ତଳେ I ବିଶ୍ୱର ଆଶ୍ଚର୍ଯ୍ୟ କୋଣାର୍କ ଅଞ୍ଚଳ ରେ ଘଟିଛି ଏପରି ଏକ ଲୋମହର୍ଷଣ ତଥା ହୃଦୟବିଦାରଙ୍କ ଘଟଣା I ଜଣେ ବଙ୍ଗୀୟ ଯୁବତୀଙ୍କୁ କୋଲକାତା ରୁ ଉଠାଇଆଣି ଓଡ଼ିଶାର କୋଣାର୍କ ମାର୍କେଟ ର ଏକ ବନ୍ଦ କୋଠରୀ ରେ ଦୀର୍ଘ 10 ଦିନ ଧରି ହାତ ଗୋଡ ବାନ୍ଧି ରଖାଯାଇଥିଲା I ଯୁବତୀ ଙ୍କ ବୟସ 25ହେବ

I ଖାଲି ଅଟକ ରଖିନଥିଲେ ,ପ୍ରତିଦିନ ଯୁବତୀ ଙ୍କ ସହିତ 10ଜଣ ଯୁବକ ଅତି ନିର୍ମମ ଭାବେ ଗୋଡହାତ ବାନ୍ଧି ଧର୍ଷଣ କରୁଥିଲେ I ଯୁବତୀ ଜଣଙ୍କ ଅତି ଗୁରୁତର ଭାବରେ ଯେତେ କାକୁତି ମିନତୀ ହେଲେ ମଧ୍ୟ କେହି ଶୁଣୁନଥିଲେ I ତେବେ ଆଜି ମହାଷ୍ଟମୀ ରେ ମା ଦୁର୍ଗା ଙ୍କ ଆଶୀର୍ବାଦ ରେ ଯୁବତୀ ଙ୍କ ହାତରୁ ରଶି ହୁଗୁଳୀ ଯାଇଥିଲା ଏବଂ କେହି ନଥିବାର ସୁଯୋଗ ନେଇ ଯୁବତୀ ଜଣଙ୍କ ତଳକୁ ଆସି ଗେଟ ପାଖରେ ଜୋରରେ ଚିଲାଈଥିଲେ

I ବାହାରେ ଯାଉଥିବା କିଛି ଲୋକ ଏ ବିଷୟରେ ଜାଣିପାରି ପୋଲିସ କୁ ଖବର ଦେବା ପରେ ପୋଲିସ ପହଂଚି ଗୁରୁତର ଭାବରେ ଯୁବତୀ ଙ୍କୁ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତି କରିଛି I

ତେବେ ପ୍ରାଥମିକ ତଦନ୍ତ ରୁ ସୁବାସ ନାମ ଧାରୀ ଜଣେ ଯୁବକ ଯୁବତୀ ଙ୍କୁ ଉଠାଇ ଆଣିଥିଲେ ,ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *