ଆଜି ଦାମ ବୈଜୟନ୍ତ ଏକାଠି ହେବେ ଗୋଟିଏ ମଞ୍ଚ ରେ.. ହେବ କି ମହାମିଳନ

ଆଜି ମୟୂରଭଞ୍ଜ ଜିଲ୍ଲା ର ବାରିପଦା ରେ ଗୋଟିଏ ମଞ୍ଚ ରେ ଏକାଠି ହେବାକୁ ଯାଉଛନ୍ତି ଉଭୟ ବୈଜୟନ୍ତ ପଣ୍ଡା ଏବଂ ଦାମୋଦର ରାଉତ।

ଏହି ଦୁଇ ନେତା ଙ୍କୁ ନେଇ ଆଜି କାଲି ଓଡ଼ିଶା ର ରାଜନୀତି ବହୁତ୍ ସରଗରମ ରହୁଥିବା ବେଳେ ପୁଅ ଏମାନଙ୍କ ଗସ୍ତ କୁ ନେଇ ବାରିପଦା ରେ ଦେଖିବାକୁ ମିଳିଛି ଚାରି ଆଡେ଼ ବଡ଼ ବଡ଼ ବ୍ୟାନର ଓ ବୋର୍ଡ।

ଏହି ଦୁଇ ନେତା ବିଜେଡ଼ି ଶାସନ ରେ ହୋଇଥିବା ମୟୂରଭଞ୍ଜ ର ଦୁର୍ନୀତି ବିଷୟରେ ମୁଁହ ଖୋଲିବେ ବୋଲି ଆଶା କରାଯାଉଛି।

ବାରିପଦା ର ସ୍ଥାନୀୟ ଛଉ ପଡିଆ ରେ ଆଜି ହେବାକୁ ଯାଉଛି ଏହି ବିଶାଳ ଜନ ସମାବେଶ ଏବଂ ହୁଏତ ଏହି ମଞ୍ଚ ଆଜି ଦାମ ଓ ବୈଜୟନ୍ତ ଙ୍କ ସମୀକରଣ କୁ ସୁଦୃଢ କରି ଏକ ନୂତନ ଦଳ ର ଅଙ୍କୁରୋଧମ ଘଟିବ।

Leave a Reply

Your email address will not be published. Required fields are marked *