ପେଟ୍ରୋଲ କୁ ଟପିଲା ଡିଜେଲ:ନୂଆ ଇତିହାସ ରଚିଲା ଡିଜେଲ

କିଛିଦିନ ଧରି ପେଟ୍ରୋଲ ର ଦର ଯେପରି ଭାବରେ ବୃଦ୍ଧି ପାଉଥିଲେ ତାହାକୁ ନେଇ ସମସ୍ତେ ଚିନ୍ତିତ ଥିଲେ କିନ୍ତୁ ଅଶୋଧିତ ତୈଳ ଦର ର ମୂଲ୍ୟ କମିବ ଓ ଡଲାର ତୁଳନା ରେ ମୁଦ୍ରା ତ ସ୍ଥିତି ସୁଧୁରିବା ପରେ ଏହା କିଛି ପରିମାଣ ରେ କମିଥିଲ।

କିନ୍ତୁ ବର୍ତ୍ତମାନ ଏହି ପରିସ୍ଥିତି ରେ ସମସ୍ତଙ୍କୁ ଚକିତ କରିଦେଇଛି ଡିଜେଲ ର ଦର। ଡିଜେଲ ଦର ଏବେ ଟପି ଯାଇଛି ପେଟ୍ରୋଲ କୁ।

ଆଜି ଭୁବନଶ୍ବରରେ ପେଟ୍ରୋଲ ର ଦର ୮୧ ଟଙ୍କା ୨୧ ପଇସା ରହିଥିବା ବେଳେ ଡିଜେଲ ର ଦର ୮୧ ଟଙ୍କା ୩୬ ପଇସା ଦେଖିବାକୁ ମିଳିଥିଲା।

ଗତ ୧୮ ତାରିଖ ରୁ ସମସ୍ୟା ଇନ୍ଧନ ର ମୂଲ୍ୟ କିଛି ମାତ୍ର ରେ ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ ଡିଜେଲ ର ଏହିପରି ବୃଦ୍ଧି ସମସ୍ତଙ୍କୁ ଚକିତ କରିଛି।

Leave a Reply

Your email address will not be published. Required fields are marked *