ସକାଳୁ ଉଠି କେବେ ବି ଏହାକୁ ଦେଖନ୍ତୁ ନାହି: ଦିନ ଖରାପ୍ ଦେ ଯିବ

ପ୍ରତିଦିନ ସୂର୍ଯ୍ୟ ଉଦୟ ହୋଇ ଆମ ପାଇଁ ଏକ ନୂଆ ସକାଳ ନେଇ ଆସିଥାନ୍ତି।ଯଦି ଆମର ସକାଳର ଆରମ୍ଭ ଭଲ ହୋଇଥାଏ ତାହେଲେ ଦିନଟି ମଧ୍ୟ ବହୁତ୍ ଭଲରେ କଟିଥାଏ।

କିନ୍ତୁ ଯଦି ଆମର ସକାଳର ଆରମ୍ଭ ଖରାପ୍ ହୋଇଥାଏ ତାହେଲେ ଆମର ସାରା ଦିନଟି ଖରାପ୍ ରେ କରିଥାଏ।ଯଦି ଆପଣ ସକାଳୁ ଉଠି ଏହି ତିନୋଟି ଜିନିଷ ଦେଖିଲେ ତେବେ ଆପଣଙ୍କର ଦିନଟି ମଧ୍ୟ କେବେ ବି ଭଲରେ କଟିବ ନାହିଁ।ତାହାଲେ ଜାଣିବା କଣ ସେହି ତିନୋଟି ଜିନିଷ ଯାହାକୁ ଆମେ ସକାଳୁ ଉଠି କେବେ ବି ଦେଖିବେ ନାହିଁ।

୧.ସକାଳୁ ଉଠି କୁକୁର କିମ୍ବା ମାଙ୍କଡ଼ ଲଢେଇ ଲାଗୁଥିବା ଦେଖିଲେ ଆମ ଜୀବନ ଉପରେ ବହୁତ୍ ପ୍ରଭାବ ପକାଇଥାଏ।

ଏହା ଦେଖିଲେ ଆମ ଜୀବନରେ ଅନେକ କ୍ଷତି ହୋଇଥାଏ।

୨.ମହିଳା ବା ସ୍ତ୍ରୀ ଲୋକଙ୍କର ଏହି ଅଭ୍ୟାସ ଟି ରହିଥାଏ କି ସକାଳୁ ଉଠିବା ମାତ୍ରେ ନିଜକୁ ନିଜେ ଆଇନା ରେ ଦେଖିବା ଓ ସଜ ବାଜ ହେବା ଏହା କରିବା ଦ୍ୱାରା ଜୀବନରେ କଷ୍ଟ ହିଁ କଷ୍ଟ ଲାଗି ରହିଥାଏ।ତେଣୁ ସକାଳୁ ଉଠିବା ମାତ୍ରେ ମୁଁହ ଧୋଇ କେବେ ବି ଆଇନା ଦେଖନ୍ତୁ ନାହିଁ।

୩.ସକାଳୁ ଉଠିବା ମାତ୍ରେ ପ୍ରଥମେ କାହାର ଚେହେରା ଦେଖିବା ନାହିଁ।ଏହା ଦ୍ବାରା ମଧ୍ୟ ଅନେକ କ୍ଷତି ସହିବାକୁ ପଡ଼ିଥାଏ।
ତେଣୁ ଆପଣ ସକାଳୁ ଉଠି ମୁହଁ ଧୋଇ ପ୍ରଥମେ ଭଗବାନଙ୍କ ନାମ ନେଇ ତାଙ୍କୁ ମନେ ପକାନ୍ତୁ କାରଣ ସେହି ଭଗବାନ୍ ହିଁ ଆପଣଙ୍କୁ ଏହି ସୁନ୍ଦର୍ ସକାଳ ଦେଇଛନ୍ତି। ତା ପରେ ନିଜର ହାତ ପାପୁଲିକୁ ଦେଖନ୍ତୁ ଏବଂ ଏହି ମନ୍ତ୍ରଟିକୁ କୁହନ୍ତୁ

“କରାଗ୍ରେ ବସତି ଲକ୍ଷ୍ମୀ, କର ମଧ୍ୟେ ସରସ୍ଵତୀ
କରମୁଳେ ତୁ ଗୋବିନ୍ଦ,ପ୍ରଭାତେ କର ଦର୍ଶନମ୍”

ତା ପରେ ଆପଣ ଆପଣଙ୍କ ନିତିଦିନିଆ ଜୀବନ ଆରମ୍ଭ କରି ପାରିବେ।

Leave a Reply

Your email address will not be published. Required fields are marked *