ସିବିଆଇ ବିବାଦ ନେଇ ସୁପ୍ରିମ କୋର୍ଟ ଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ:୨ ସପ୍ତାହ ଭିତରେ ଯାଞ୍ଚ୍ ରିପୋର୍ଟ୍ ଦେବ ସିଭିଶି

ବହୁ ଚର୍ଚ୍ଚିତ ସିବିଆଇ ମାମଲା ନେଇ ଆଜି ଏକ ଗୁରତ୍ତ୍ୱପୂର୍ଣ ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ। ୨ସପ୍ତାହ ମଧ୍ୟରେ ମାମଲା ର ଯାଞ୍ଚ୍ କରିବାକୁ ସିଭିଶୀ କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ।

ଏହି ଯାଞ୍ଚ୍ ନ ସରିବା ପର୍ଯ୍ୟନ୍ତ ସିବିଆଇ ର ନିର୍ଦେଶକ ନାଗେଶ୍ଵର ରାୟ କୌଣସି ନୀତି ସମ୍ପର୍କିତ ନିଷ୍ପତି ନେଇ ପାରିବେ ନାହି।

ଅବସର ପ୍ରାପ୍ତ ବିଚାରପତି ଏ କେ ପଟ୍ଟନାୟକ ଙ୍କ ଅଧୀନ ରେ ୨ ସପ୍ତାହ ମଧ୍ୟରେ ଆଲୋକ ବର୍ମା ଙ୍କୁ ବିରୋଧ ରେ ଥିବା ଅଭିଯୋଗ ର ତଦନ୍ତ ସରିବା ପରେ ଦୀପାବଳି ଛୁଟି ପରେ ଆଗାମୀ ମାସ ୧୨ ତାରିଖ ରେ ଶୁଣାଣି ସୁନାମୋହର ଯିବ।

Leave a Reply

Your email address will not be published. Required fields are marked *