ଜିଓ ପରେ ଏବେ ଏୟାର୍ ଟେଲ୍,ଭୋଡା ଫୋନ୍ ଏବଂ ବ୍ରଡ ବ୍ୟାଣ୍ଡ ବି ବନ୍ଦ କଲେ ଅଶ୍ଳୀଳ ଭିଡିଓ

ଭାରତ ରେ Porn ୱେବସାଇଟ ଗୁଡ଼ିକ ବନ୍ଦ ହେବା ଏବେ ଦିନକୁ ଦିନ ଜୋର୍ ଧରିବାରେ ଲାଗିଛି। ଏହି ବନ୍ଦ ହେବା ପ୍ରଥମେ Jio ରୁ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ପରେ ପରେ ଏୟାର୍ ଟେଲ୍,ଭୋଡା ଫୋନ୍ ଏବଂ ବ୍ରଡ ବ୍ୟାଣ୍ଡ ମାନେ ମଧ୍ୟ ବନ୍ଦ କରିଦେଇଛନ୍ତି porn କୁ।

ଉତ୍ତରାଖଣ୍ଡ ହାଇ କୋର୍ଟ ଙ୍କ ଅନୁମତି କ୍ରମେ ଏହି ସର୍ଭିସ୍ ଯୋଗକ ମାନେ ପାଖା ପାଖି ୮୨୭ porn ୱେବସାଇଟ କୁ ବ୍ଲକ୍ କରି ଦେଇଛନ୍ତି।

ଉଲ୍ଲେଖ ଥାଉ କି ଭାରତ ଟେଲିକମ କର୍ତ୍ତୃପକ୍ଷ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତେ ବର୍ତ୍ତମାନ porn କୁ ବନ୍ଦ କରିବା ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି। ଏହା ପାଇଁ ପ୍ରଥମ ପଦକ୍ଷେପ Jio ତରଫ ରୁ ନିଆ ଯାଇଥିଲା।

Leave a Reply

Your email address will not be published. Required fields are marked *