ଆଜି ଉଦ୍ଘାଟନ ହେବା ସ୍ତାଚ୍ୟୁ ଅଫ୍ ୟୁନିଟି

ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ସ୍ମୃତି ରେ ନିର୍ମିତ ହୋଇଥିବା ବିଶ୍ଵ ର ସବୁ ଠାରୁ ବିଶାଳକାୟ ପ୍ରତିମୂର୍ତ୍ତି ର ନିର୍ମାଣ ଶେଷ ହୋଇଛି ଏବଂ ଏହା ଆଜି ଉର୍ଘଟାନ ହେବ।

ଏହି ବିଶାଳକାୟ ପ୍ରତି ମୂର୍ତ୍ତି ର ଉଚ୍ଚତା ୧୮୨ ମିଟର ଏବଂ ଏହା ଗୁଜରାଟ ର ନର୍ମଦା ନଦୀ କୂଳରେ ନିର୍ମିତ କରାଯାଇଛି। ଏହାକୁ ଆଜି ପ୍ରଧାନମନ୍ତ୍ରୀ ମୋଦି ଉଦ୍ଘାଟନ କରିବେ।

ଆଜିର ଉଦ୍ଘାଟନ ପରେ ଏହା ବିଶ୍ଵ ଏ ସବୁଠାରୁ ପ୍ରତିମୂର୍ତ୍ତି ରେ ପରିଗଣିତ ହେବାକୁ ଯାଉଚି। ଯାହାକି ଭାରତ ରେ ଅବସ୍ଥିତ ଏବଂ ଏହା ଆମ ପାଇଁ ନିଶ୍ଚିତ ଭାବରେ ଏକ ଗର୍ବ ର ବିଷୟ।

ଏହା ନ୍ୟୁର୍କ ର ସ୍ତାଚୁ ଅଫ୍ ଲିବର୍ଟି ର ୨ ଗୁଣା ଉଚ୍ଚ। ଏହାକୁ ନିର୍ମାଣ କରିବା ପାଇଁ ୨୯୮୯ କୋଟି ଖର୍ଚ୍ଚ କରିବାକୁ ପଡିଛି।

Leave a Reply

Your email address will not be published. Required fields are marked *