କାର୍ତ୍ତିକ ମାସ ରେ ଏହି ଗଛ ପୂଜା କରିବା ଦ୍ୱାରା ସମସ୍ତ ସୁଖ ପ୍ରାପ୍ତି ହୋଇଥାଏ

କାର୍ତ୍ତିକ ମାସ ଆମ ହିନ୍ଦୁ ଧର୍ମ ରେ ଏକ ବଡ଼ ପବିତ୍ର ମାସ ମନା ଯାଇଥାଏ। ଲୋକମାନେ ଏହି ମାସ ଧର୍ମ ଏବଂ ସୁଖ ପ୍ରାପ୍ତି ପାଇଁ ବିଭିନ୍ନ ପ୍ରକାର ପୂଜା କରିଥାନ୍ତି। ତୁଳସୀ ଗଛ ହେଉଛି ଏକ ପବିତ୍ର ଗଛ।

ଲୋକ ମାନେ ଏହି ଗଛ କୁ ଘର ର ଦ୍ଵାର ରେ ରଖି ପୂଜା କରିଥାନ୍ତି। ଏମିତିରେ କୁହାଯାଏ କି କାର୍ତ୍ତିକ ମାସ ରେ ଶ୍ରୀ ହରି ଙ୍କୁ ତୁଳସୀ ଅର୍ପଣ କରିବାର ଫଳ ଦଶ ହଜାର ଗୋ ଦାନ ସହ ସମାନ ଅଟେ। ଦ୍ଵିତୀୟ ରେ କାର୍ତ୍ତିକ ମାସ ଗୁରୁବାର ରେ ଶ୍ୟାମ ତୁଳସୀ ଗଛ ହଳଦିଆ କପଡା ରେ ବାନ୍ଧି ଅଫିସ କିମ୍ବା ଦୋକାନରେ ରଖିବା ଦ୍ବାରା ଆପଣଙ୍କ ବେପାର ରେ ଉନ୍ନତି ଘଟି ଥାଏ।

ତୃତୀୟ ରେ କାର୍ତ୍ତିକ ମାସରେ ତୁଳସୀ ଗଛ ପୂଜା କରିବା ସମୟ ରେ ତୁଳସୀ ର ଚାରିପଟେ ଦୀପ ଦାନ କରି ସିନ୍ଦୂର ଚନ୍ଦନ ଲଗେଇ ଗଛ କୁ ଲାଲ୍ ଓଢାନି ଗୁଡେଇ ପୁରା କାର୍ତ୍ତିକ ମାସ ଏହି ପ୍ରକାର ପୂଜା କଲେ ସମସ୍ତ ଦୁଃଖରୁ ମୁକ୍ତି ମିଳିଥାଏ ଏବଂ ଜୀବନ ରେ ସୁଖ ଭାରି ଯାଇଥାଏ।

Leave a Reply

Your email address will not be published. Required fields are marked *