କଲରା ଖାଇବା ଦ୍ୱାରା ଏତେ ସବୁ ଆଶ୍ଚର୍ଯ୍ୟ ଫାଇଦା ମିଳେ ଆୟୁର୍ବେଦ ଔଷଧ ର ଦୁର୍ଲଭ ଜଡିବୁଟି ହେଉଛି କଲରା

ଡାଇବେଟିସ ବା ମଧୁମେହ ହେଇଥିବା ବ୍ୟକ୍ତି ପ୍ରତ୍ୟକ ଦିନ ଖାଲି ପେଟରେ ଅଧ କପ କଲରା ରସ ଏକ ମାସ ପର୍ଯ୍ୟନ୍ତ ପିଇବା ଦ୍ୱାରା ମୂତ୍ର ଏବଂ ରକ୍ତ ଶର୍କରା ନିୟନ୍ତ୍ରଣ ହେଇଥାଏ i 2)ଗଣ୍ଠି ବାତ :ଯଦି ଏହି ରୋଗରେ କେହି ସମସ୍ୟା ଭୋଗୁଥାନ୍ତି ତେବେ ଏକ ବଡ କଲରା ନେଇ ତାହାର ଉପରିଭାଗ କୁ ଚାଞ୍ଚି ବାହାର କରିଦିଅନ୍ତୁ ଏବଂ କଲରା କୁ ପୋଡି ଏଥିରେ ସାମାନ୍ୟ ଚିନି ମିଶାଇ ଗରମ ଗରମ ରୋଗୀ ଖାଇବା ଦ୍ୱାରା ଆଣ୍ଠୁ ବାତ ,ଗଣ୍ଠି ବାତ ଭଲ ହେଇଥାଏ I

ଅତି କମ୍ ରେ ପନ୍ଦର ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ 3)ଯଦି ପାଦର ତଳି ଭାଗ ଦାହ ବା ଜଳାପୋଡ଼ା ହେଉଥାଏ ତେବେ କଲରା ପତ୍ର ର ରସ ନେଇ ପାଦରେ ଲେପ ଦିଅନ୍ତୁ ବହୁତ ଜଲ୍ଦି ଆରମ୍ଭ ଲାଗିବ

4)ଶୁକ୍ର ସ୍ତମ୍ଭନ :କଲରା ଫଳ ଏବଂ ପତ୍ର ରୁ ରସ ବାହାର କରି ଭଲଭାବରେ ନିଆଁ ରେ ଗରମ କରନ୍ତୁ ଭଲକି ଶୁଖିଗଲା ପରେ ସେହି ଶୁଖିଲା ରସକୁ ଆଣି ଗୋଲ ଗୋଲ ଗୋଲି କରି ଶୁଖାଇ ଦିଅନ୍ତୁ I ସକାଳ ଏବଂସନ୍ଧ୍ୟା ସମୟରେ ଖାଦ୍ୟ ଗ୍ରହଣ ପରେ ଗାଈ କ୍ଷୀର ପିଇ ଏକ ଚାମଚ ମହୁରେ ଏହି ଗୋଲିରୁ ମିଶାଇ ଖାଇବା ଦ୍ୱାରା ଶୀଘ୍ର ପତନ ରୁ ମୁକ୍ତି ମିଳିଥାଏ I

Leave a Reply

Your email address will not be published. Required fields are marked *