ଘରେ ଯଦି ଗାଈ ରଖିଛନ୍ତି ଏ ଗୋଟିଏ କଥା ନିହାତି ଜାଣନ୍ତୁ ନହେଲେ ସାରା ଜୀବନ ଦରିଦ୍ର ହେଇଯିବେ

ଗାଈ ହେଉଛି ଗୋ ମାତା I କ୍ଷୀର ଠୁ ଆରମ୍ବ କରି ଗାଈର ଗୋବର ଯାଏଁ ସବୁକିଛି ମଣିଷ ସମାଜ ପାଇଁ ବ୍ୟବାହାରପଯୋଗୀ ହେଇଥାଏ I ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ କି ଗାଈ ଦେହରେ 33କୋଟି ଦେବା ଦେବୀ ଅଛନ୍ତି I ଯେଉଁଥିପାଇଁ ଗାଈକୁ ପୂଜା କରାଯାଇଥାଏ I ବାସ୍ତୁଶାସ୍ତ୍ର କହେକି ଘରର ଯେକୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ଗାଈ ରଖିବା ଦ୍ୱାରା ହ୍ରାସ ହେଇଥାଏ I କେବଳ ଏତିକି ନୁହେଁ ଗାଈ ସେବା କରିବା ଦ୍ୱାରା ପରିବାର ର ଅମଙ୍ଗଳ ଏବଂ ସର୍ବରିଷ୍ଟ ଖଣ୍ଡନ ହେଇଥାଏ

I ଯେଉଁମାନେ ଗୋ ମାତା ର ସେବା କରିଥାନ୍ତି ମାତା ଲକ୍ଷ୍ମୀ ମଧ୍ୟ କୃପା କରିଥାନ୍ତି ,ଧନ ବୃଦ୍ଧି ହେଇଥାଏ I ଘରୁ କୌଣସି କାର୍ଯ୍ୟରେ ଯିବା ସମୟରେ ଗାଈ ସହିତ ବାଛୁରୀ ଦେଖିବା ଦ୍ୱାରା ସମସ୍ତ କାର୍ଯ୍ୟ ଶୁଭ ହେଇଥାଏ ଏବଂ ସେହି ଦିନଟି ମଙ୍ଗଳ ହେଇଥାଏ I ତେବେ ବିନା କୌଣସି କାରଣରେ ଗାଈକୁ ବାଡେଇବା ଦ୍ୱାରା ଗୋ ମାତା ର ଅଭିଶାପ ପଡିଥାଏ ଏବଂ ମଣିଷ ଦୁଃଖ ପ୍ରାପ୍ତ ହେଇଥାଏ I

ଏହା ସହିତ ଯଦି ଆପଣ ଘରେ ଗାଈ ରଖିଛନ୍ତି ତେବେ ଧ୍ୟାନ ଦେବେ ଯେ ଗାଈ ଯେପରି ଭୋକିଲା ନରହେ ,ଗୋ ମାତା ଙ୍କୁ ଉପବାସ ରଖିବା ଦ୍ୱାରା ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି ଏବୋ ମଣିଷ ର ଦୁଃଖ ଦାରିଦ୍ର ବଢିଥାଏ I

Leave a Reply

Your email address will not be published. Required fields are marked *