କ୍ୟାନସର ରୋଗ କୁ ୮୦% ରୁ ବେଶୀ କମାଇ ଦେଇ ପାରେ ଏହି ମଞ୍ଜି

କ୍ୟାନସର ରୋଗୀଙ୍କ ଉପରେ ୨୫ ବର୍ଷ ଗବେଷଣା କରିବା ପରେ କ୍ୟାଲିଫର୍ଣିଆ ବିଶ୍ଵବିଦ୍ୟାଳୟ ର ମେଡିକାଲ୍ ଫିଜିକ୍ସ ଏବଂ ସାଇକୋଲୋଜି ର ବରିଷ୍ଠ ଡାକ୍ତର ଡ. ହାର୍ଡିନ ବି ଜନ୍ସ ଙ୍କ କହିବା ଅନୁସାରେ କ୍ୟାନସର ଚିକିତ୍ସାରେ ହେଉଥିବା କେମୋଥେରାପି ରୋଗୀକୁ ଯନ୍ତ୍ରଣା ଜନିତ ମୃତ୍ୟୁ ଆଡକୁ ନେଇ ଯାଇପାରୁ।ଯେତେ ଯାହା କଲେ କ୍ୟାନସରୁ ମୁକୁଳିବା ଏତେ ବି ସହଜ ନୁହେଁ।

ତେଣୁ ପ୍ରଥମେ ଘରୋଇ ଉପାୟରେ ଏହି ଜିବନାସକ ରୋଗରୁ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତୁ।ଏବଂ ଏହା ସହ ଡାକ୍ତରୀ ଚିକିତ୍ସାରେ ସହାୟତା ମଧ୍ୟ ନିଅନ୍ତୁ।ତେବେ ଘରୋଇ ଉପାୟରେ ଏହି ଜୀବନ ନାଶକ ରୋଗରୁ ବଂଚେଇବା ପାଇଁ ଚେଷ୍ଟା କରନ୍ତୁ ଏବଂ ଏହା ସହ ଡାକ୍ତରୀ ଚିକିତ୍ସାର ମଧ୍ୟ ସହାୟତା ନିଅନ୍ତୁ।ତେବେ ଘରୋଇ ଉପାୟରେ ଏହାର ପ୍ରୟୋଗ କଲେ କୌଣସି ସାଇଡ ଇଫେକ୍ଟ୍ ର କୌଣସି ଭୟ ନ ଥାଏ।

ଆଜି ଆମେ ଆପଣଙ୍କୁ ପ୍ରତିଦିନ ଖାଉଥିବା ଏକ ଫଳର ଔଷଧୀୟ ଗୁଣ ବିଷୟରେ କହିବାକୁ ଯାଉଛୁ।ଯାହା କ୍ୟାନସର କୋଷିକାକୁ କମେଇବାରେ ଫଳ ପ୍ରଦ ହୁଏ।
ନିକଟରେ ଏକ ଗବେଷଣା କରାଯାଇଥିଲା ଯେଉଁଥିରେ ଏହି ଖବର ଆଗକୁ ଆସିଥିଲା ଯେ କ୍ୟାନସର ଭଳି ଜୀବନ ନାଶକ ରୋଗର କୋସିକାକୁ କମାଇବା ପାଇଁ ଅଙ୍ଗୁରର ମଂଜି ବହୁତ୍ ଲାଭଦାୟକ ହୋଇଥାଏ।

ଲ୍ୟୁକୋମିଆ ତଥା କ୍ୟାନ୍ସରରେ ଅନ୍ୟ କୋଷିକାକୁ ଏହି ମଞ୍ଜି ଖୁବ୍ ସକାରାତ୍ମକ ଭାବେ ଶରୀର ବାହାରକୁ କରି ଦେଇ ଥାଏ।ଗବେଷଣାରୁ ଜଣା ପଡ଼ିଛି କି ଅଙ୍ଗୁରର୍ ମଞ୍ଜିରେ କେବଳ ୪୮ ଘଣ୍ଟାରେ ୭୫ ପ୍ରତିଶତ କର୍କଟ କୋସିକକୁ କମେଇବାରେ ସଫଳ ହୁଏ। ଆମେରିକାନ ଆସୋସିଏସନ୍ ରେ ଛପିଥିବା ଏକ ଜର୍ଣାଲ୍ ମୁତାବକ ଅଙ୍ଗୁର ମଞ୍ଜିରେ ଥିବା ଜେଏନକେ ପ୍ରୋଟିନ କ୍ୟାନସର କଣିକାରେ ବିକିରଣକୁ ନିୟନ୍ତ୍ରଣରେ ରଖିଥାଏ।ଏଣୁ କର୍କଟରେ ଚିକିତ୍ସା ପାଇଁ ଅଙ୍ଗୁର ମଞ୍ଜିର ଅର୍କ ଏକ ମହୋଷଧୀ ଭଳି କାମ କରିଥାଏ।

Leave a Reply

Your email address will not be published. Required fields are marked *