ରାସ୍ତାରେ ଗାଡ଼ି ଚଳାଇବାକୁ ହେଲେ ଚାଳକଙ୍କୁ ଟ୍ରାଫିକ ଜନିତ ନିୟମ କାନୁନ୍ ସମ୍ପର୍କରେ ନିୟମ କାନୁନ୍ ସମ୍ପର୍କରେ ଜ୍ଞାନ ରହିବା ନିହାତି ଆବଶ୍ୟକ।ଯାହାଦ୍ଵାରା ସେମାନଙ୍କୁ କୌଣସି ଅପ୍ରୀତିକର ପରସ୍ଥିତିର ଯେ ଭଳି କରିବାକୁ ନ ପଡେ।ହେଲେ ଏଠାରେ ଆମେ ଆପଣଙ୍କୁ ଗୋଟେ କଥା କହିବାକୁ ଚାହିଁବୁ କି କେବଳ ଲୋକଙ୍କର ସୁରକ୍ଷା ପାଇଁ ହିଁ ଏହି ନିୟମ ପ୍ରଣୟନ କରାଯାଇଛି।କାରଣ ଗାଡ଼ି ମୋଟର ସାଙ୍ଗକୁ ଦିନ ପ୍ରତିଦିନ ଦୁର୍ଘଟଣା ବଢ଼ି ଚାଲିଛି।ପ୍ରତିଦିନ କେଉଁଠି ନା କେଉଁଠି କାହାର ଅକାଳ ମୃତ୍ୟୁ ଘଟୁଛି।ଆଉ ଏହାର ପରିଣାମ ଭୋଗିବାକୁ ପଡୁଛି ପୁରା ପରିବାର ଲୋକଙ୍କୁ।
ଯାହାକୁ ମାନିବାକୁ ପ୍ରତ୍ୟେକ ଗାଡ଼ି ଚାଳକ ବାଧ୍ୟ।ଯଦି କେହି ଏହାକୁ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ଠାରୁ ମୋଟା ଅଙ୍କର୍ ଜୋରିମାନା ଆଦାୟ କରାଯାଇଥାଏ।କିନ୍ତୁ ଏହା ଆଦୌ ସମୋଚିତ ନୁହେଁ।
ତେବେ ସେ ଯାହା ହେଉ ନା କାହିଁକି ଏଣିକି ଟ୍ରାଫିକ ନିୟମ ବହୁତ୍ କଡା କଡ଼ି ହୋଇଯାଇଛି।ଯାହା ଚାଳକକୁ ଆହୁରି ମାହାଙ୍ଗା ପଡ଼ିବ।ଗାଡ଼ି ଚାଳକ ଙ୍କ ପାଇଁ ୫ ଟି ନୂଆ ନିୟମ ଲାଗୁ କରାଯାଇଛି।
୧.ଯଦି ଗାଡ଼ି ଚାଳକ ଗାଡ଼ି ଚଳାଉଥିବା ସମୟରେ ଫୋନ୍ ରେ କଥା ହୁଅନ୍ତି କିମ୍ବା ଫୋନ୍ ବ୍ୟବହାର କରିବାର ନଜର ଆସନ୍ତି ତେବେ ତାଙ୍କୁ ୫୦୦ ଟଙ୍କା ନୁହେଁ ବରଂ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ।
୨.ସେହିପରି କାର କିମ୍ବା ବାଇକ୍ ରେ ନମ୍ୱର୍ ପ୍ଲେଟ୍ ଲଗେଇବା ସମୟରେ ନମ୍ୱର୍ ର ଆକାର ଅତି କମରେ ଅଢେଇ ଇଞ୍ଚ ହେବା ଆବଶ୍ୟକ।
୩.ଉଭୟ କାର ଏବଂ ବାଇକ୍ ରେ ଲଗାଯାଇଥିବା ନମ୍ୱର୍ ପ୍ଲେଟ୍ ର ନମ୍ୱର୍ ପଢ଼ିବା ଯୋଗ୍ୟ ହୋଇଥିବା ଦରକାର।
୪.ଯଦି ଗାଡ଼ି ଚାଳକଙ୍କ ପୁରୁଣା ଗାଡ଼ି ଚୋରି ହୋଇଯାଏ ତେବେ ସେ ସୁପ୍ରିକୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ସର୍କୁର୍ଲାର ଜାରି ଅନୁସାରେ ଏବେ ପୁରୁଣା ଗାଡ଼ିର ନମ୍ୱର ନୂଆ ଗାଡ଼ିରେ ଲଗେଇ ପାରିବେ।
୫.ସେହିପରି ନମ୍ୱର୍ ପ୍ଲେଟ୍ ଉପରେ କୌଣସି ପ୍ରକାର ସାଙ୍କେତିକ ଚିହ୍ନ କିମ୍ବା ବିଭାଗର ଚିହ୍ନ ରହିବ ନାହିଁ।
ଆପଣଙ୍କ ଜାଣିବା ପାଇଁ ଆଜି ଆମେ କହି ରଖୁଛୁ କି ସୁପ୍ରିମକୋର୍ଟଙ୍କ ଦ୍ଵାରା ଏବଂ ମୋଦି ସରକାର ଙ୍କ ନିର୍ଦ୍ଦେଶନାରେ ପରିବହନ ପକ୍ଷରୁ ଏହି ପାଞ୍ଚୋଟି ନିୟମ ଲାଗୁ କରାଯାଇଛି।