କମିଲା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ,ପେଟ୍ରୋଲ ୬୮.୮୫ କୁ ଡିଜେଲ ୬୮.୪୦

ଦିନକୁ ଦିନ ହୁ ହୁ ହେଇ ବଢିଚାଲିଥିବା ପେଟ୍ରୋଲ ଦାମ ଧୀରେ ଧୀରେ କମିବା ରେ ଲାଗିଛି I ବର୍ଷ ମଧ୍ୟ ସମୟରେ ଏହା ସର୍ବୋଚ୍ଚ 84ଟଙ୍କା ଛୁଇଁଥିବା ବେଳେ ଏହାକୁ ନେଇ ପ୍ରବଳ ଜନଅସନ୍ତୋଷ ବଢିଥିଲା I ତେବେ ପେଟ୍ରୋଲ ଲିଟର ପିଛା ଗତକାଲି ୨୦-୨୧ ପଇସା କମିଥିବା ବେଳେ ଡିଜେଲ ମଧ୍ୟ ୧୮-୧୯କମିଛି I ଏହାଦ୍ୱାରା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେ ଆଜି ପେଟ୍ରୋଲ ଦର ଟ.୬୮.୮୫ ଥିବାବେଳେ ଡିଜେଲ ଟ. ୬୮.୪୦ ରହିଛି I ତୈଳ ଦର ହ୍ରାସ ପରେ ସବୁମହଲରେ ଏହାକୁ ସ୍ୱାଗତ କରାଯିବା ସହିତ ଆଗାମୀ ସମୟରେ ଏହାକୁ ନିୟନ୍ତ୍ରଣ ରେ ରଖିବାକୁ ବୁଦ୍ଧିଜୀବୀ ମହଲରୁ ଆଶାବାଦୀ ରହିଛନ୍ତି I

Leave a Reply

Your email address will not be published. Required fields are marked *