ମୋଦିଙ୍କୁ ଇଂଲିଶ ଭଲଭାବରେ ଜଣାନାହିଁ ,ଟେଲି ପ୍ରିଣ୍ଟରଦେଖି କହୁଛନ୍ତି ଲୋକ ଭାବୁଛନ୍ତି ୟେ କେତେ କହୁଛି !!

24ତାରିଖ ଓଡିଶା କୁ ମୋଦି ଆସିବା ପୂର୍ବରୁ ତାଙ୍କ ଗସ୍ତକୁ ନେଇ ବହୁ ଚର୍ଚ୍ଚା ହେଉଥିବା ବେଳେ 23ତାରିଖ ଦିନ ନିଜ ନିର୍ବାଚନ ମଣ୍ଡଳୀ ରେ ବିଧାୟକ ଅରୁଣ ସାହୁ ଏକ ସମାବେଶ କରିଥିଲେ I ସମାବେଶରେ ଲୋକଙ୍କୁ କହୁକହୁ ମୋଦିଙ୍କ ବିରୋଧରେ ମଧ୍ୟ କହିବାକୁ ପଛାଇନଥିଲେ ଅରୁଣ I ତେବେ ବିରୋଧ କରୁକରୁ ଟିକେ ଅଧିକା କରିପକେଇଥିଲେ ଅରୁଣ ବାବୁ ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

ପ୍ରଧାନମନ୍ତ୍ରୀ ଙ୍କୁ ଇଂଲିଶ ଭଲରେ ଜଣାନାହିଁ I ସେ କେବଳ ତାଙ୍କ ସାମ୍ନା ରେ ଥିବା ଦୁଇଟି ମିରର କୁ ଏପଟ ସେପଟ ଦେଖି ଭାଷଣ ଦେଇଥାନ୍ତି ଯେଉଁଥିରେ କି ସବୁ ଲେଖାଯାଇଥାଏ I କିନ୍ତୁ ଅନ୍ୟମାନେ ଭାବନ୍ତି ଯେ ମୋଦି କେତେ କହୁଛି !!ଏହା ସହିତ ଲୋକମାନନ୍କୁ କହିଥିଲେ ଯେ ଆସନ୍ତା କାଲି ଆପଣ ସଭାରେ ଦେଖିବେ ମୁଁ ସତ କହୁଛି କି ନାହିଁ I ସେ କେଭେଁବି ଭାଷଣ ସମୟରେସିଧା ଚାଁହନ୍ତି ନାହିଁ I

Leave a Reply

Your email address will not be published. Required fields are marked *