ଆମେରିକା ରେ ରାଷ୍ଟ୍ରପତି ପାଇଁ ଲଢିବେ ପ୍ରଥମ ହିନ୍ଦୁ ମହିଳା,ଆମେରିକା ରେ ଚାଲିବ ହିନ୍ଦୁଙ୍କ ରାଜ୍

ମହିଳା ମାନେ ସବୁ କ୍ଷେତ୍ରରେ ଅଗ୍ରଣୀ ହେଲେଣି Iଭାରତୀୟ ମହିଳାଙ୍କ କୃତିତ୍ୱ ଭାରତ ରୁ ଯାଇ ବିଦେଶ ରେ ପହଞ୍ଚିଲାଣି I ତେବେ ଏ କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି I ପ୍ରଥମ କରି ଜଣେ ହିନ୍ଦୁ, ଆମେରିକା ରାଷ୍ଟ୍ରପତି ପ୍ରାଥୀ ହେବାକୁ ଯାଉଛନ୍ତି I ସୂଚନା ଅନୁଯାଇ ଆଗାମୀ ନିର୍ବାଚନ 2020ରେ ଆମେରିକା ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଙ୍କ ବିପକ୍ଷରେ ସିଧାସଳଖ ,ମୈଦାନ କୁ ଓଲ୍ହାଇବେ ହିନ୍ଦୁ ମହିଳା ତୁଳସୀ ଗବାର୍ଡ I ସେ ବର୍ତମାନ ଆମେରିକା କଂଗ୍ରେସର ମହିଳା ହିନ୍ଦୁ ସାଂସଦ ଅଛନ୍ତି I

ଯଦି ସେ ନିର୍ବାଚନ ଜିତନ୍ତି ତେବେ ପ୍ରଥମ ହିନ୍ଦୁ ମହିଳା ଭାବେ ଆମେରିକା ରାଷ୍ଟ୍ରପତି ପଦବୀ ରେ ଜଣେ ହିନ୍ଦୁ ବସିବାରେ ସକ୍ଷମ ହେବେ ଯାହାକି ଭାରତ ପାଇଁ ଅତ୍ୟନ୍ତ ଗର୍ବର କଥା I

Leave a Reply

Your email address will not be published. Required fields are marked *