ମକର ସଂକ୍ରାନ୍ତିରେ କରନ୍ତୁ ଏହି ଗୋଟିଏ କାମ ସବୁ ମନସ୍କାମନା ହେବ ପୂର୍ଣ୍ଣ I ଗୃହିଣୀ ମାନେ ଅଖଣ୍ଡ ସୌଭାଗ୍ୟ ବତି ହେବେ I

ସତୁରି ବର୍ଷ ପରେ ମହା ସଂଯୋଗ Uttarayan Yog ରେ ଏ ବର୍ଷ ପଡୁଛି ମକର ସଂକ୍ରାନ୍ତି I ଜ୍ୟୋତିଷଶାସ୍ତ୍ର ଅନୁଯାଇ ଏହି ଦିନଟିର ବିଶେଷ ଗୁରୁତ୍ୱ ଦିଆଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ଦିନ ଗୃହିଣୀ ମାନେ ନିମ୍ନ ଲିଖିତ କାର୍ଯ୍ୟ କରନ୍ତୁ ଯାହାକି ଆପଣଙ୍କ ଭାଗ୍ୟ ପରିବର୍ତନ କରିଦେବା ସହିତ ଆପଣଙ୍କ ଜୀବନକୁ ସୁଖରେ ଭରିଦେଇ ଅଖଣ୍ଡ ସୌଭାଗ୍ୟ ବତି କରିଥାଏ !1) ସୂର୍ଯ୍ୟ ଙ୍କୁ ଅର୍ଘ୍ୟ :-

ମକର ସଂକ୍ରାନ୍ତି ଦିନ ଗୃହିଣୀ ମାନେ ସକାଳୁ ଉଠି ସ୍ନାନ ସାରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।ଏହି ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ନ ଦେବା ପର୍ଯ୍ୟନ୍ତ ଗୃହିଣୀ ମାନେ ଖାଆନ୍ତୁ ନାହିଁ । ଏପରି କରିବା ଦ୍ବାରା ସ୍ବାମୀଙ୍କ ପଦୋନ୍ନତି ହେବା ସହ ଅପାର ସଫଳତା ମିଳିଥାଏ ।2) ରାଶି କିମ୍ବା ଗୁଡ ଦାନ :- ସକାଳୁ ଗୃହିଣୀମାନେ ଗୁଡ, କଳାରାଶି ଦାନ କରନ୍ତୁ: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମକର ସଂକ୍ରାନ୍ତି ଦିନ ରାଶି ଦାନ ଦ୍ୱାରା ଶନିଦେବ ଙ୍କ କୋପ ଦୃଷ୍ଟିରୁ ଲାଭ ମିଳିଥାଏ ।3) 13 ପ୍ରକାର ଶୃଙ୍ଗାର 13 ଜଣଙ୍କୁ ଦାନ କରନ୍ତୁ :- ମକର ସଂକ୍ରାନ୍ତି ଦିନ ଗରିବ ଲୋକଙ୍କୁ ଖେଚୁଡି ଖାଇବାକୁ ଦିଅନ୍ତୁ I

ଏହା ବ୍ୟତିତ ୧୩ ପ୍ରକାରର ସୌନ୍ଦର୍ଯ୍ୟ ସାମଗ୍ରୀ ୧୩ ଜଣ ମହିଳାଙ୍କୁ ଦାନ କରନ୍ତୁ ଏବଂ ଚୁଡି, ସିନ୍ଦୁର, ଖାଦ୍ୟ ଜଣେ ଗରିବ ମହିଳାଙ୍କୁ ଦାନ କରିନ୍ତୁ । ଫଳରେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହେବା ସହ ସ୍ବାମୀଙ୍କ ଆୟୁ ଦୀର୍ଘ ହୋଇଥାଏ । 4)- ମକର ସଂକ୍ରାନ୍ତି ଦିନ ମହିଳାମାନେ ମା ଲକ୍ଷ୍ମୀଙ୍କୁ ଲାଲ ଫୁଲ ଏବଂ ଖିରୀ ଭୋଗ ଲଗାନ୍ତୁ

, ମହା ଲକ୍ଷ୍ମୀ ସନ୍ତୁଷ୍ଟ ହେବା ସହିତ ମା ଚଣ୍ଡୀ ପ୍ରସନ୍ନ ହେବେ ଆପଣଙ୍କ ଘରେ ସୁଖ ଶାନ୍ତି ଭରିଯିବ CopyRight@OdishaExclusive

Leave a Reply

Your email address will not be published. Required fields are marked *