ଆସିଲା ମିଶନ ଶକ୍ତି ଯୋଜନା: ଜାଣନ୍ତୁ ଏହି ବିଷୟରେ ସଂପୂର୍ଣ୍ଣ ତଥ୍ୟ

ବର୍ତମାନ ସରକାର ଏକ ନୂତନ ଯୋଜନା ଲଗୁକରିଚନ୍ତି। ସେହି ଯୋଜନା ର ନାମ ହେଉଛି ମିଶନଶକ୍ତି ଯୋଜନା। ଏହି ଯୋଜନାରେ ଅନେକ ସହାୟତା ମିଳୁଛି। ଯେପରିକି ନୂତନ ସ୍ଵୟଂସହାୟକ ଗୋଷ୍ଠୀ କୁ ୧୫୦୦୦ ଟଙ୍କା ଏବଂ ସମସ୍ତଙ୍କୁ ସ୍ମାର୍ଟ୍ ଫୋନ୍ ପାଇଁ ୩୦୦୦ ଟଙ୍କା ମିଳୁଛି ଯାହାକି ସଂପୂର୍ଣ୍ଣ ମାଗଣା।

ଏହା ସହିତ ବ୍ଲକ୍ ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କା ଏ ଆବର୍ତ୍ତନ ପାଣ୍ଠି ରହିଛି। ଏହା ସହିତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୦% ସୁଧରେ ଆପଣ ଋଣ ମଧ୍ୟ ନେଇ ପାରିବେ ଅର୍ଥାତ୍ ଆପଣଙ୍କୁ ଏହାର ସୁଧ ଦେବାକୁ ପଡ଼ିବନି। ଏହାସହିତ ପ୍ରତି ଗ୍ରାମପଞ୍ଚାୟତ ରେ ମିସନସକ୍ତି ଗୃହ ନିର୍ମାଣ କରାଯିବ।

ଏହି ସବୁ ଯୋଜନାରେ ଆପଣ ନିଜ ନାମ ଅଛି କି ନାହିଁ ଦେଖିବାକୁ ଆପଣ #odiacreativity#missionshaktiରେ login କରିବାପରେ ନିଜ ଗ୍ରାମ, ପଞ୍ଚାୟତ, ଜିଲ୍ଲା ଇତ୍ୟାଦି ଦେଇସରିବା ପରେ submit କରିବାପାଇଁ ପଡ଼ିବ। ଏବଂ ଏହା ପରେ ଆପଣଙ୍କ ସ୍ଵୟଂସହାୟକ ଗୋଷ୍ଠୀ ର ନାମ ସେହି list ମଧ୍ୟରେ ଅଛି କି ନାହିଁ ଆପଣ ଦେଖି ପାରିବେ

Leave a Reply

Your email address will not be published. Required fields are marked *