କେନ୍ଦ୍ରାପଡା:ଚାନ୍ଦୋଳ କାକତିଆ ଛକ ନିକଟରେ ମର୍ମନ୍ତୁତସଡକ ଦୁର୍ଘଟଣା:୩ ମୃତ

କେନ୍ଦ୍ରାପଡା:ଚାନ୍ଦୋଳ କାକତିଆ ଛକ ନିକଟରେ ମର୍ମନ୍ତୁତସଡକ ଦୁର୍ଘଟଣା ।

ଆଜି ସକାଳୁ ହିଁ ଚାନ୍ଦୋଳ ର କାକଟିଆ ଚକ ନିକଟ ରେ ଏକ ଟ୍ରକ ସହ ବୋଲେରୋ ର ମୁଁହ ମୁହିଁ ଧକ୍କା ଘଟିଛି। ଯାହା ଫଳରେ ଘଟଣା ସ୍ଥଳରେ ହିଁ ୩ ଜନ ଙ୍କ ପ୍ରାଣ ବାୟୁ ଉଡିଯାଇଛି।

ଘଟଣା ସ୍ଥଳ ଟି ଏତେ ଭୟଙ୍କର ହୋଇଛି ଯେ ସାଧାରଣ ଲୋକ ଯିବାକୁ ମଧ୍ୟ ଡରିବେ। ତେବେ ଆପଣଙ୍କ ସୂଚନା ନିମନ୍ତେ ଜଣାଇ ଦେଉଛୁ କି କେନ୍ଦ୍ରାପଡ଼ା ଓ କଟକ କୁ ସାଲେପୁର,ଚାନ୍ଦୋଳ ଦେଇ ସଂଯୋଗ କରୁଥିବା ଏହି ରାସ୍ତା ଏକ ଲେନ୍ ବିଶିଷ୍ଟ ସେଥି ପାଇଁ ମୁହାଁ ମୁହିଁ ଧକ୍କା ହୋଇଛି।

ସକାଳୁ ହେଉଥିବା ଘନ କୁହୁଡି ମଧ୍ୟ ଏହାର ଅନ୍ୟ ଏକ କାରଣ।

ମୃତକ ମାନେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *