ପବିତ୍ର ପୌଷ ପୂର୍ଣ୍ଣିମା ରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଲେ ଜଗନ୍ନାଥ

ଗତକାଲି ଶ୍ରୀମନ୍ଦିର ରେ ଜଗନ୍ନାଥ ଙ୍କ ଦେବାଭିଷେକ ବା ପୁଷ୍ୟାଭିଷେକ ନୀତି ରେ ଜଗନ୍ନାଥ ସୁନା ଅଳଙ୍କାର ପିନ୍ଧି ସୁନା ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ I ବଡି ସକାଳୁ ସକାଳଧୂପ ଦିଆଯାଇ ଠାକୁର ଙ୍କୁ 108 ଗଡୁ ଜଳରେ ସ୍ନାନ କରାଯାଇଥିଲା।ସ୍ନାନ ପରେ ପୁଷ୍ୟାଭିଷେକ କରାଯାଇ ତିନି ଠାକୁର ଙ୍କୁ ସୁନା ଅଳଙ୍କାର ରେ ସଜାଯାଇଥିଲା I ଠାକୁର ଙ୍କ ଦର୍ଶନ ପାଇଁ ମନ୍ଦିର ରେ ଭକ୍ତ ଙ୍କ ସୁଅ ଛୁଟିଥିଲା I ବିଶ୍ୱାସ ରହିଛି କି ପୁଷ୍ୟାଭିଷେକ
ରେ ଜଗନ୍ନାଥ ଙ୍କ ଦର୍ଶନ କଲେ ସମସ୍ତ ପାପ ଦୂର ହେଇଥାଏ I ଶାସ୍ତ୍ର ଅନୁଯାଇ ରାମଚନ୍ଦ୍ର 14ବର୍ଷ ବନବାସ ପରେ ଅଯୋଧ୍ୟା କୁ ଫେରି ଏହି ଦିନରେ ସିଂହାସନ ରେ ବସିବା ସହିତ ସାଶନ ର ଭାର ସମ୍ଭାଳିଥିଲେ I

Leave a Reply

Your email address will not be published. Required fields are marked *