୪ ଏକର ଜମି ଲୋଭରେ ପ୍ରେମିକ କୁ ଛାଡି ପ୍ରେମିକର ୬୬ ବର୍ଷ ବୃଦ୍ଧ ବାପା କୁ ବାହାହେଇଗଲେ ୨୩ ବୟସ୍କା ଯୁବତୀ

ସୋସିଆଲ ମିଡିଆରେ ଏବେ ଏକ ଘଟଣା ଭାଇରଲ ହେବାରେ ଲାଗିଛି ଯାହାକି ସବୁଆଡେ ଚର୍ଚା ହେଉଛି I ପ୍ରାପ୍ତ ଖବର ଅନୁଯାଇ ଘଟଣାଟି ପଞ୍ଜାବର I ପଞ୍ଜାବ ର ସଙ୍ଗରୁର୍‌ରେ ଜଣେ ଯୁବତୀ ତାଙ୍କ ପ୍ରେମିକ କୁ ଛାଡିକି ପ୍ରେମିକ ର ବୟସ୍କ ବାପାଙ୍କୁ ବିବାହ କରିଛନ୍ତି I ଚର୍ଚ୍ଚା ଚାଲିଛି କି ଯୁବତୀ ଜଣଙ୍କ ପ୍ରେମିକ କୁ ଭଲପାଉଥିଲେ ପରେ ଜାଣିବାକୁ ପାଇଥିଲେ କି ପ୍ରେମିକ ଜଣଙ୍କ ପୂର୍ବରୁ ବିବାହ କରିସାରିଛନ୍ତି ତେଣୁ ଧୋକାବାଜ ପ୍ରେମିକକୁ ପାନେ ଦେବାକୁ ତାଙ୍କ 66ବର୍ଷ ବୟସ୍କ ବାପାଙ୍କୁ ବିବାହ କରି ପ୍ରେମିକା ବଦଳରେ ମା ହେଇଯାଇଛନ୍ତି

I ଅପରପକ୍ଷରେ ଶୁଣାଯାଉଛି କି ବୃଦ୍ଧଙ୍କ ନାମରେ 4ଏକର ଜମି ଅଛି ଯାହାର ମୂଲ୍ୟ ପାଖାପାଖି କୋଟିଏ ରୁ ଉର୍ଧ ତେଣୁ ସମ୍ପତି ଲୋଭରେ ପ୍ରେମିକ ବଦଳରେ ତାଙ୍କ ବାପାଙ୍କୁ ବିବାହ କରିଥିବା ଆଲୋଚନା ହେଉଛି I ଘଟଣାଟି ସମଗ୍ର ଅଞ୍ଚଳ ରେ ଚର୍ଚାର ବିଷୟ ପାଲଟିଥିଲେ ମଧ୍ୟ ଯୁବତୀ ଜଣଙ୍କ ନିଜର ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *