୨୫ ବର୍ଷୀୟା ଯୁବତୀଙ୍କୁ ୧୯ ବର୍ଷୀୟା ଯୁବତୀ ଧର୍ଷଣ କରି ଗିରଫ: ଦେଶରେ ପ୍ରଥମ ଘଟଣା

ଯୁବତୀ ଙ୍କୁ ଦୁଷ୍କର୍ମ କରି ଯୁବତୀ ଗିରଫ ହେଇଛନ୍ତି I କଣ ଆଜ୍ଞା କଥାଟା ଶୁଣିଲା ପରେ ବିଶ୍ୱାସ ହେଉନି କି I ହୁଏତ କାନ ଉଠିଲା ଆଗରୁ ଏପରି କଥା ଆପଣ କେଭେଁବି ଶୁଣିନଥିବେ I ତେବେ ହଁ ଆଂଜ୍ଞା କଥାଟା ସମ୍ପୂର୍ଣ୍ଣ ସତ I ଘଟଣାଟି ରାଜଧାନୀ ଦିଲ୍ଲୀର I ସୂଚନା ଅନୁଯାଇ ଦିଲ୍ଲୀର ନର୍ଥ ଇଷ୍ଟରେ ପୁନମ ନାମକ ୨୫ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା I ଘଟଣାର ବିଚାର କରାଯାଉଥିବା ସମୟରେ ସାମ୍ନାକୁ ଆସିଲା ଏକ ଚକିତ କର ଘଟଣା I

ପୀଡିତା ଜଣଙ୍କ ଅଭିଯୋଗ ଆଣିଲେ ଜଣେ ଯୁବତୀ ଙ୍କ ନାମରେ I ଯାହାକି ସମସ୍ତଙ୍କୁ ଚକିତ କରିଦେଇଥିଲା I ଯୁବତୀ ଙ୍କ କହିବାନୁଯାୟୀ ତାଙ୍କୁ ଚାରିଜଣ ଦୁଷ୍କର୍ମ କରିଥିଲେ ,ତିନିଜଣ ପୁରୁଷ ଥିବାବେଳେ ଜଣେ ୧୯ ବର୍ଷୀୟ ଯୁବତୀ ଥିଲେ । ଘଟଣାର ବିଚାର କରାଯାଇ ୩ ଜଣଙ୍କୁ ଗିରଫ କରାଗଲା କିନ୍ତୁ ଯୁବତୀ ଜଣଙ୍କୁ ଗିରଫ କରାଯାଇପାରିଲା ନାହିଁ

I ପରେ ପୁନର୍ବାର ମାମଲାର ଶୁଣାଣି ସମୟରେ ପୀଡିତା ଜଣଙ୍କ କହିଥିଲେ କି 19ବର୍ଷୀୟ ଯୁବତୀ ଜଣଙ୍କ ସେକ୍ସ ଟୟ ମାଧ୍ୟମରେ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ I ଘଟଣାର ବିଚାର କରାଯାଇ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *