୬୦ ପ୍ରକାର ର ରୋଗ କୁ ଦୂର କରେ ସିଝା ବାଦାମ:ଜାଣନ୍ତୁ କଣ ସବୁ?

ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ସିଝା ବାଦାମ ଖାଇବାକୁ ପସନ୍ଦ କରନ୍ତି।ଏହାକୁ ଖାଇବା ଦ୍ଵାରା ଟାଇମ୍ ପାସ୍ ମଧ୍ୟ ହୋଇଯାଇଥାଏ।କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ସିଝା ବାଦାମ ଖାଇବା ଦ୍ଵାରା ଆମ ଶରୀରକୁ ୬୦ ପ୍ରକାର ଫାଇଦା ମିଳିଥାଏ।

ଏହା ସତ ଯେ ସିଝା ବାଦାମ ସମ୍ପୂର୍ଣ୍ଣ ଆହରର କାମ କରିଥାଏ।ଭଜା ବାଦାମ ଅପେକ୍ଷା ସିଝା ବାଦାମ ଖାଇବା ଦ୍ଵାରା ଏହାର କ୍ୟାଲୋରୀ ୪ ଗୁଣ ବଢି ଯାଇଥାଏ।ଗବେଷକଙ୍କ ମତରେ ୧୦୦ ଗ୍ରାମ ସିଝା ବାଦାମରେ ୨୮୦ କ୍ୟାଲୋରୀ ଥାଏ।

ସିଝା ବାଦାମ ଖାଇବା ଦ୍ଵାରା ଆମ ଶରୀରକୁ ଫୁର୍ତି ମିଳିଥାଏ।ଯଦି ଆପଣ ନିଜ ଶରୀରର ଓଜନ କୁ କମ୍ କରିବାକୁ ଚାହାନ୍ତି ତେବେ ଆହାରରେ ନିଶ୍ଚୟ ସିଝା ବାଦାମ ସାମିଲ କରନ୍ତୁ।

Leave a Reply

Your email address will not be published. Required fields are marked *