ଓଡିଶା ଆସୁଛନ୍ତି ଯୋଗୀ ଆଦିତ୍ୟନାଥ ଏବଂ ରାଜନାଥ ସିଂହ

ଓଡ଼ିଶା ଆସୁଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଆଗକୁ ଆସୁଛି ନିର୍ବାଚନ I ନିର୍ବାଚନ ରେ ଜିତିବାକୁ ହେଲେ ପ୍ରତ୍ୟକ ରାଜନୈତିକ ଦଳ ନିଜନିଜର ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି I କଂଗ୍ରେସ ଅଧ୍ୟକ୍ଷ ରIହୂଲଗାନ୍ଧୀ ଓଡିଶା ଗସ୍ତ କରି ଫେରିଯାଇଥିବା ବେଳେ କେନ୍ଦ୍ର ରେ ଥିବା ବିଜେପି ମଧ୍ୟ 120+ ମିଶନ ନେଇ ଓଡିଶା ରେ ନିଜର କ୍ଷମତା ହାସଲ ପାଇଁ ଉଦ୍ୟମ ଜାରିରଖିଚି I ପ୍ରଧାନମନ୍ତ୍ରୀ ଙ୍କ ମାରାଥନ ଗସ୍ତ ପରେ ଏବେ ପୁଣି ଆସୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ।

ଏନେଇ ବିଜେପି ଓଡିଶାରୁ ମିଳିଥିବା ସୂଚନା ଅନୁଯାଇ ଆସନ୍ତା ଫେବୃଆରୀ ୧୭ ତାରିଖରେ ରାଜନାଥ ସିଂହ ଓଡିଶା ଆସିବା ସ୍ଥିର ହେଇସାରିଥିବା ବେଳେ ଯୋଗୀ ଙ୍କ ନିର୍ଦ୍ଧିଷ୍ଟ ତାରିଖ ଜଣାପଡିନାହିଁ ତଥାପି କୁହାଯାଇଛି କି 19ରେ ଆସିପାରନ୍ତି I

Leave a Reply

Your email address will not be published. Required fields are marked *