ପ୍ରପୋଜ୍‌ ଡ଼େରେ ଦେଖାହେବା ପରେ ପ୍ରେମିକା ପସନ୍ଦ ନହେବାରୁ ପ୍ରେମିକIକୁ ଛାଡି ପଳାଇଲା ପ୍ରେମିକ ,ବାହୁନି କାନ୍ଦୁଚି

ଏବେ ଚାଲିଛି ପ୍ରେମର ସପ୍ତାହ I ପ୍ରେମିକ ପ୍ରେମିକା ମାନେ ନିଜର ପ୍ରେମ ପାଇଁ ପ୍ରେମ ସପ୍ତାହ ପାଳୁଛନ୍ତି କିନ୍ତୁ ନୟାଗଡ଼ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ଦେଖା ସାକ୍ଷାତ ନଥିଲା ହଠାତ ଅଜଣା ନମ୍ବର ରୁ ଦୁହେଁ ଦୁହିଁଙ୍କୁ ଭଲ ପାଇବସିଥିଲେ I ପ୍ରେମର ସପ୍ତାହ ଚାଲୁଥିବାରୁ ଉଭୟ ଦେଖାକରିବାକୁ କଥା ହେଇଥିଲେ I ସେଥିପାଇଁ ପୁରୀରୁ ନୟାଗଡ଼ ଛୁଟିଆସିଥିଲେ ପ୍ରେମିକା I କିନ୍ତୁ ପ୍ରଥମ ଦେଖାସାକ୍ଷାତ ରେ ପ୍ରେମ ଭାଙ୍ଗିଯାଇଛି I ପ୍ରେମିକାକୁ ଛାଡି ଚାଲିଯାଇଛନ୍ତି ପ୍ରତାରକ ପ୍ରେମିକ

I ପ୍ରେମିକା ପସନ୍ଦ ନହେବାରୁ ଦେଖାସାକ୍ଷାତ ପରେ ଅଚାନକ କେଉଁଆଡେ ଗାଏବ ହେଇଯାଇଥିଲେ ପ୍ରେମିକ I ଅଧାରେ ରହିଯାଇଥିଲା ପ୍ରେମ କାହାଣୀ Iବିଚାରି ପ୍ରେମିକା ମନଦୁଃଖରେ କାନ୍ଦୁଥିବା ସମୟରେ କିଛି ଲୋକ ପୋଲିସ ରେ ଖବର ଦେବାପରେ ,ପୋଲିସ ଘଟଣାସ୍ଥଳରେ ପହଁଚି ଯୁବତୀଙ୍କୁ ଷ୍ଟେ ହାଉସ ରେ ରଖି ପଚରାଉଚରା ଜାରି ରଖିଛି I

Leave a Reply

Your email address will not be published. Required fields are marked *