୧୦ହଜାର ବେକାର ଯୁବକ ଯୁବତୀଙ୍କ ସହିତ ମାଓବାଦୀ ରେ ମିଶିବେ କଂଗ୍ରେସ ନେତା ତାରା ବାହିନୀ ପତି

ମାଓବାଦିରେ ମିଶିବେ ତାରା ,ହଁ ଆଜ୍ଞା କଥାଟା ସମ୍ପୂର୍ଣ୍ଣ ସତକଥା ଏକଥା ନିଜେ ତାରା କହିଛନ୍ତି I କଂଗ୍ରେସ ର ବଳିଷ୍ଠ ନେତା ତାରା ବାହିନୀ ପତି ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି କି ସରକାର ବେକାରୀ ଯୁବକଯୁବତୀ ମାନଙ୍କୁ ପୋଷ୍ଟିଙ୍ଗ ଦେବାରେ ବିଫଳ ହେଇଛନ୍ତି I ପ୍ରତିବର୍ଷ ଯୁବଗୋଷ୍ଠୀ ମାନଙ୍କୁ ଟ୍ରେନିଂ ଦିଆଯାଉଥିଲେ ମଧ୍ୟ ନିଯୁକ୍ତି ଘର ଶୂନ Iଫଳରେ ବାଧ୍ୟ ହେଇ ସେମାନେ ନକ୍ସଲ ରେ ମିସୁଛନ୍ତି I ତେଣୁ ତୁରନ୍ତ କୋରାପୁଟର ୧୦ହଜାର ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ନଦେଲେ ସେମାନଙ୍କ ସହିତ ମାଓବାଦୀ ସଙ୍ଘଠଂନ ରେ ମିଶିବେ ତାରାପ୍ରସାଦ ବାହିନୀପତି ।

Leave a Reply

Your email address will not be published. Required fields are marked *