ନିଜ ଶରୀର କୁ ସହିଦ ଙ୍କ ନାମରେ କରିଦେଲେ ,ଟାଟୁରେ ବନାଇଲେ ସହିଦ ଙ୍କ ନାମ

ଆତଙ୍କବାଦୀଙ୍କ ଆକ୍ରମଣରେ ଚାଲିଯାଇଛନ୍ତି 42ଜଣ ବୀର ଯବାନ I ଦେଶର ପ୍ରତିଟି କୋଣ ଅନୁକୋଣ ରୁ ତାଙ୍କୁ ଲୋକ ଝୁରୁଛନ୍ତି Iସହିଦ ଙ୍କୁ ହରାଇ କାନ୍ଦୁଚି ଦେଶ I ପ୍ରତିଟି ଭାରତୀୟଙ୍କ ହୃଦୟରେ ଏହି ପ୍ରେମ ଦିବସ କଳା ଦିବସ ରେ ମନେ ରହିବ I ତେବେ ସହିଦ ଙ୍କୁ ସବୁଦିନ ପାଇଁ ମନେ ରଖିବାକୁ ଏକ ଭିର୍ଣ୍ଣ ତରିକା ଆପଣେଇଛନ୍ତି ରାଜସ୍ଥାନର ଜଣେ ଯୁବକ I ସହିଦ ଙ୍କ ପ୍ରତି ଥିବା ଭଲପାଇବା କୁ ନିଜ ଶରୀର ରେ ଖୋଦେଇ କରିଛନ୍ତି ଟାଟୁରେ I ଟାଟୁରେ ସମସ୍ତ ଯବାନ ଙ୍କ ନାମ ଲେଖିଛନ୍ତି ଏହି ରାଜସ୍ଥାନୀ ଯୁବକ I ଏଥିରୁ ସହଜରେ ଜାଣୀହେଉଛି ଯେ କେତେ ପରିମାଣରେ ସେ ଭଲପାଉଥିଲେ ସହିଦ ଙ୍କୁ I ଖବର ନେବାରେ ଜଣାପଡିଛି କି ଯୁବକ ଙ୍କ ନାମ ଗୋପାଳ I

Leave a Reply

Your email address will not be published. Required fields are marked *