ମିରାଜ-୨୦୦୦ ବିମାନ ଆକ୍ରମଣ ପରେ ପଞ୍ଜାବ ଏବଂ ଗୁଜୁରାଟରେ ହାଇଆଲର୍ଟ ଜାରୀ କଲେ ସରକାର

ଭାରତ ବ୍ୟବହାର କଲା ନିଜର ଲଢୁଆ ବିମାନ ମିରାଜ୍- ୨୦୦୦। ପୁଲୱମା ଆକ୍ରମଣ ପରେ ଭାରତ ଦେଇଛି ପାକିସ୍ଥାନକୁ ଜବାବ୍।ଭାରତର ମିରାଜ୍-୨୦୦୦ ବିମାନ ପାକିସ୍ଥାନରେ ପଶି ଆତଙ୍କବାଦୀ ସଂଗଠନ ଜୈଶ୍ ର ଠିକଣା ଉପରେ ଏୟାର ଷ୍ଟ୍ର।ଇକ୍ କରିଛି।ସୂଚନା ଅନୁସାରେ ସକାଳ ୩:୩୦ ମିନିଟରେ ୧୦୦୦ କିଲୋ ବିସ୍ପୋଟକ ପ୍ୟାକ ଆତଙ୍କି ଙ୍କ ଠିକଣା ଉପରେ ପକାଯାଇଥିଲ।

ପୂଲୱାମା ଆକ୍ରମଣ ପରେ ବାୟୁସେନା ନିଜ କ୍ରୋଧକୁ ଜାହିର କରିଛି। ଏବେ ବାୟୁସେନା କୁ ଆଲର୍ଟ୍ ରଖାଯାଇଛି।ଏହି ବିସ୍ଫୋରଣ ରେ ପ୍ରାୟ ୨୦୦ ରୁ ଅଧିକ ଆତଙ୍କବାଦ ନିପାତ୍ ହୋଇଥିବାର ସୂଚନା ମିଳିଛି।
ତେବେ ଏ ନେଇ ସୀମା ପଞ୍ଜାବ ଏବଂ ଗୁଜୁରାଟରେ ହାଇ ଆଲର୍ଟ୍ ଜାରି କରାଯାଇଛି।ଲୋକଙ୍କୁ ଏବଂ ଯବାନ କୁ ମଧ୍ୟ ସତର୍କ କରାଯାଇଛି।ଏ ନେଇ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *