୧୨ ଦିନପରେ ଭାରତ ନେଲା ସହିଦ ଙ୍କ ପ୍ରତିଶୋଧ , ପାକିସ୍ତାନ ରେ ଧସେଇ ପଶି ୩୦୦ ଆତଙ୍କବାଦୀ କୁ ଧ୍ବଂସ କଲା

42ଯବାନ ଙ୍କ ସହିଦ ରେ ସାରା ଭାରତ କାନ୍ଦୁଥିବା ବେଳେ ସହିଦ ଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ I ତେବେ ମାତ୍ର ବାର ଦିନପରେ ପ୍ରତିଶୋଧ ନେଇଛି ଭାରତI ପାକ୍‌ ଅଧିକୃତ କରିନେଇଥିବା କଶ୍ମୀରରେ ଧସେଇ ପଶି ଆତଙ୍କବାଦୀ ସଂଗଠନ ଜୈସର ୧୨ଟି ଶିବିରକୁ ସମୂଳେ ଧ୍ବଂସ କରିଦେଇଛି ବାୟୁସେନା I ଜଣାପଡିଛି କି ପାଖାପାଖି ୩୦୦ ରୁ ଉର୍ଧ ଆତଙ୍କବାଦୀ ଶେଷ ହେଇଯାଇଛନ୍ତି I

ଏନେଇ ଏ ଏନ୍‌ ଏସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘଟଣା ସଂକ୍ରାନ୍ତରେ ସୂଚନା ଦେବାପରେ ଦଳର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭି ମଧ୍ୟ ଟ୍ୟୁଟ୍‌ କରି ଘଟଣା ବିଷୟରେ ଜଣାଇବା ସହିତ ବାୟସେନା ର କାର୍ଯ୍ୟକୁ ପ୍ରସଂଶା କରିଛନ୍ତି I

Leave a Reply

Your email address will not be published. Required fields are marked *