ମମତା ମାଗିଲେ ଏୟାର ଷ୍ଟ୍ରାଇକର ପ୍ରମାଣ, କହିଲେ ଜଣେ ବି ମରିନାହାନ୍ତି ଆକ୍ରମଣରେ

ଫେବୃଆରୀ ୧୪ ରେ ଭାରତର 40ଯବାନ ଙ୍କ ନିହତରେ ପାକିସ୍ତାନରେ ହମଲା କରିଥିଲା ଭାରତୀୟ ବାୟୁସେନା I ସୂଚନା ଅନୁଯାଇ 300ରୁ ଉର୍ଧ ଆତଙ୍କୀ ଧ୍ବଂସ ହେଇଥିଲେ ଏହି ଆକ୍ରମଣରେ I ଯାହାକୁ ନେଇ ତୁମ୍ବିତୁଫାନ]ଲାଗିରହିଛି I ପରିସ୍ଥିତି ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି I ତେବେ ଏହି ଘଟଣାରେ ମୋଦିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ I ପ୍ରଧାନମନ୍ତ୍ରୀ ଙ୍କୁ ଏୟାର ଷ୍ଟ୍ରାଇକ ର ସମ୍ପୂର୍ଣ୍ଣ ପ୍ରମାଣ ମାଗିଛନ୍ତି ମମତା

I ପାକିସ୍ତାନ ର କେଉଁ ଅଞ୍ଚଳ ରେ ବୋମା ପଡିଥିଲା ଏବଂ ଆକ୍ରମଣରେ କେତେ ଲୋକ ମରିଥିଲେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ମୋଦିଙ୍କୁ କହିଛନ୍ତି ମମତା I କେବଳ ଏତିକି ନୁହେଁ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ମିଡିଆ ଖବର ଅନୁଯାଇ ନ୍ୟୁୟର୍କ ଟାଇମ୍ସ ରେ ଲେଖାଯାଇଛି ଜଣେ ବି କେହି ମରି ନାହାନ୍ତି I କେବଳ ବୋମା ପଡି ପ୍ରଚଣ୍ଡ ସବ୍ଧ ହେଇଥିଲା I ତେବେ ମମତା ଙ୍କ ଏପରି ମୋଦିଙ୍କୁ ଟାର୍ଗେଟ ରେ ସବୁ ବର୍ଗରୁ ଏହାକୁ ନାପସନ୍ଦ କରାଯାଇଛି I

Leave a Reply

Your email address will not be published. Required fields are marked *