ଓଡ଼ିଶାରେ ସିନା ବିରୋଧ କରୁଛ ବଲିୟୁଡ଼ ରେ ସନି ଲିଓନ ,ରାଖୀ ଙ୍କୁ ଟକ୍କର ଦେଇ ପଛରେ ପକାଇବି

ଖଣ୍ଡଗିରି ମେଳାରେ ଯାତ୍ରାକୁମ୍ଭ ମେଳା I ତେବେ ଏଥରକ ଯାତ୍ରା ଠାରୁ ଅଧିକ ଚର୍ଚ୍ଚାରେ ଥିଲା ରାନୀ ଙ୍କ ଡ୍ୟାନ୍ସ I ପୁରା ଖୁଲମଖୁଲା ଡ୍ୟାନ୍ସ I ସାରା ଦର୍ଶକ ମଧ୍ୟ ମତୁଆଲା ହେଇ ତାଙ୍କ ଡ୍ୟାନ୍ସ ରେ ମର୍ଜୀ ଯାଇଥିଲେ I ତେବେ ଖଣ୍ଡଗିରି ଯାତ୍ରାରେ ସଚ୍ଚିଦାନନ୍ଦ ଅପେରା ରେ ହଠାତ ଚିକିମିକି ଆଲୋକରେ ରାତ୍ରିର ନିର୍ଜନ ପ୍ରହର ରେ ନିଜର ବ୍ଲାଉଜ ଖୋଲି ଫୋପାଡ଼ିଦେଇଥିଲେ ରାନୀ I କେବଳ ଏତିକି ନୁହେଁ ମଞ୍ଚ ରୁ ଓଲ୍ହାଇ ଜଣେ ଯୁବକଙ୍କ କାନ କାମୁଡ଼ିଦେଇଥିବା ମଧ୍ୟ ଅଭିଯୋଗ ହେଇଥିଲା I ଯାତ୍ରାରେ ଅଶ୍ଳୀଳତା ପଶିଆସିଥିବା ନେଇ ରାନୀ ଙ୍କ ନାମରେ ଥାନାରେ ଅଭିଯୋଗ ମଧ୍ୟ ହେଇଥିଲା I

ତେବେ କ୍ୟାମେରା ଆଗରେ ମୁଂହ ଖୋଲିଛନ୍ତି ରାନୀ I କହିଛନ୍ତି କି ସେ ବହୁତ ଖୁସି ଯେ ରାତାରାତି ଏତେ ଲୋକପ୍ରିୟ ହେଇଗଲେ I ଓଡ଼ିଶାରେ ସିନା ତାଙ୍କୁ ବିରୋଧ କରାଯାଉଛି ,ତାଙ୍କ ଟ୍ୟାଲେଣ୍ଟ ଙ୍କୁ ବୁଝି ପାରୁନାହାନ୍ତି ଓଡିଶା ବାସି I

ଖୁବ ଶୀଘ୍ର ବଲିୟୁଡ଼ ରେ ପ୍ରବେଶ କରିବେ ରାନି I ସନି ଲିଓନ ଙ୍କୁ ତାଙ୍କ ଆଦର୍ଶ ଭାବୁଥିବI ବେଳେ ଭବିଷ୍ୟତରେ ସନି ଲିଓନ ଏବଂ ରାଖୀ ସାୱନ୍ତ `ଙ୍କୁ ପଛରେ ପକାଇ ବହୁତ ଆଗକୁ ଯିବାକୁ ଲକ୍ଷ ରଖିଛନ୍ତି ରାନୀ I ତେବେ କହୁକହୁ କ୍ୟାମେରା ଆଗରେ କାନ୍ଦି ପକାଇଥିଲେ ରାନି,କହିଥିଲେ କି ମୋ ଜୀବନ ବହୁତ କଷ୍ଟକର

Iପିଲାଦିନୁ ବହୁତ କଷ୍ଟ ସହିଛି ସେଥିପାଇଁ ଏ ନିନ୍ଦା ସବୁ ମତେ କଷ୍ଟ ଦେଉନି I

Leave a Reply

Your email address will not be published. Required fields are marked *