ଖୋଲା ଜାଗାରେ ପରିସ୍ରା କରୁଥିଲେ,ବେଙ୍ଗ ଉପରେ ପଡ଼ିବାରୁ, ଯୁବକଙ୍କ ଗୁପ୍ତାଙ୍ଗ କୁ କାମୁଡ଼ିଦେଲା ବେଙ୍ଗ

ବେଙ୍ଗ ଆକ୍ରମଣରେ ଯୁବକ ଗୁରୁତର ,କଣ ଆଜ୍ଞା ଏପରି କଥା କେଭେ ଶୁଣିନଥିଲେ କି ?କିନ୍ତୁ ହଁ ଆଜ୍ଞା ଏପରି କଥା ଘଟିଛି ବାଲେଶ୍ୱର ସୋରୋ ଅଞ୍ଚଳରେ I ଅନ୍ଧାର ରାତିରେ ଖୋଲା ସ୍ଥାନରେ ପରିସ୍ରା କରୁଥିବା ସମୟରେ କେହି ଜଣେ ତାଙ୍କ ଗୁପ୍ତାଙ୍ଗ ଙ୍କୁ କାମୁଡ଼ିଦେବା ସେ ଅନୁଭବ କରି ଯନ୍ତ୍ରଣାରେ ଚିତ୍କାର କରିଥିଲେ I ତେବେ ଆଲୋକ ମରାଜିବା ପରେ ଜଣାପଡିଥିଲା କି ତାହା ଥିଲା ଏକ ବ୍ରାହ୍ମଣୀ ବେଙ୍ଗ I ଯୁବକ ଜଣଙ୍କ ରାସ୍ତାକଡ଼ରେ ବସିକି ପରିସ୍ରା କରିବା ସମୟରେ ବେଙ୍ଗ ଉପରେ ପଡିବାରୁ ବେଙ୍ଗଟି ଡେଇଁ ପଡି ଯୁବକଙ୍କର ଗୁପ୍ତାଙ୍ଗ କୁ କାମୁଡି ଦେଇଥିଲା I ତୁରନ୍ତ ଯୁବକ ଙ୍କୁ ହସ୍ପିଟାଲ ନିଆଯାଇଥିଲା ଏବଂ ଚିକିତ୍ସI କରାଯିବା ପରେ ସୁସ୍ଥ ହେଇ ଘରକୁ ଯୁବକ ଜଣଙ୍କ ଫେରିଛନ୍ତି I

ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଥିବା ବେଳେ \ଯୁବକ ଜଣଙ୍କ ନିଜର ପରିଚୟ ଗଣମାଧ୍ୟମ ରେ ପ୍ରକାଶ ନକରିବାକୁ ଅନୁରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *