ପାକିସ୍ତାନର ଚା ଦୋକାନରେ ଭାରତ ର ଅସଲି ହିରୋ କମାଣ୍ଡର ଅଭିନନ୍ଦନ ଙ୍କ ଫଟ

ଶତୃଦେଶରେ ସାହସ ଦେଖାଇ ଭାରତୀୟ ଙ୍କ ଆଦର୍ଶ ପାଲଟିଥିବା କମାଣ୍ଡର ଅଭିନନ୍ଦନ ଙ୍କ ଲୋକପ୍ରିୟତା ପାକିସ୍ତାନ ରେ ମଧ୍ୟ ଅହେତୁକ ଭାବରେ ବଢିଯାଇଛି I ଅନେକ ଠେଲା ଗାଡ଼ିରେ ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଚା ପିଉଥିବା ଫାଟୋ ଲଗାହଉଛି I ଅଭିନନ୍ଦନ ଙ୍କୁ ପାକିସ୍ତାନ ର ଲୋକେ ହିରୋ ବନେଇବାରୁ ଗର୍ବ ଅନୁଭବ କରୁଛନ୍ତି I ପୂର୍ବ ଦିନରୁ ଖବର ଆସୁଛିକି ଅଭିନନ୍ଦନଙ୍କ ବାହାଦୁରି ପାକିସ୍ତାନ ଵାଲାବି ଗାଉଛନ୍ତି I ଯେଉଁଠି ଅଭିନନ୍ଦନ ଶତ୍ରୁ ଦେଶରେ 60 ଘଣ୍ଟା ବିତେଇକି ଆସିଛନ୍ତି I
ସୋସିଆଲ ମେଡିଆରେ ଭି ଅଭିନନ୍ଦଙ୍କ ବହୁତ ଚର୍ଚ୍ଚା ହେଉଛି I

ପାକିସ୍ତାନର ଏକ ଯୁବକ ସୋସିଆଲ ମେଡିଆର ପ୍ଲାଟ ଫର୍ମ ଟୁଇଟରରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଏ କଥା ପ୍ରମାଣ ହେଉଛିକି ପାକିସ୍ତାନରେ ଭି ଅଭିନନ୍ଦନ ବହୁତ ପପୁଲାର ହେଉଛନ୍ତି Iପାକିସ୍ତାନ ଚା ଦୋକାନୀ ଠେଲାରେ ଏକ ବ୍ୟାନର ଲଗାଇଥିଲେ ଓ ସେଥିରେ କିଛି ଉରଃଧୁରେ ଲେଖାହେଇଥିଲା I

ରିପୋର୍ଟ ଅନୁସାରେ ସେଥିରେ ଲେଖାହେଇଥିଲା ଏମିତିକା ଶତ୍ରୁ କୁ ବନ୍ଧୁ ବନାଇ ଦିଅ ଚା ପୀଇକି I ଏହାକୁ ସୋସିଆଲ ମେଡିଆରେ ଖୁବ ସେୟାର କରାଯାଉଛି ,ଭାରତର ଲୋକମାନେ ତାଙ୍କ ଭାରତୀୟ ହୀରାକୁ ପୁଣି ଥରେ ଟ୍ରେଣ୍ଡକୁ ଆଣିଛନ୍ତି I

Leave a Reply

Your email address will not be published. Required fields are marked *