ପ୍ରଥମ ମହିଳାଭାବେ ଉଷା ପାଢୀଙ୍କୁ ମିଳିଛି ଏହି ଦାୟିତ୍ୱ ।

ଓଡ଼ିଶା କ୍ୟାଡ଼ରର ବରିଷ୍ଠ ଆଇଏଏସ୍ ଅଧିକାରୀ ଉଷା ପାଢ଼ୀ ପବନ ହଂସ ଲିମିଟେଡ ର ଚେୟାର ମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି। କେନ୍ଦ୍ରସରକାର ଙ୍କ ବେସାମରିକ ବିମାନ ଚଳାଚଳ ବିଭାଗ ରେ ଯୁଗ୍ମ ସଚିବ ଥିବା ଉଷା ପାଢୀ ଙ୍କୁ ଏହି ଅତିରିକ୍ତ ଦାୟିତ୍ବ ମିଳିଛି। ପ୍ରଥମ ମହିଳା ଭାବେ ଉଷା ପଢି ଙ୍କୁ ପବନ ହଂସ ଲିମିଟେଡ ତ ସିଏମଡି ଦାୟିତ୍ଵ ଦିଆଯାଇଛି।

ପବନ ହଂସ ହେଉଛି ଭାରତ ର ସବୁଠୁ ବଡ଼ ହେଲିକପ୍ଟର ସେବା ଯୋଗାଉଥିବା କମ୍ପାନୀ। ଉଚ୍ଚମାନର ହେଲିକପ୍ଟର ସେବା ଓ ଉନ୍ନତମାନର ରକ୍ଷଣାବେକ୍ଷଣ ରେ ଏହାର ବହୁତ୍ ଖ୍ୟାତି ରହିଛି।

Leave a Reply

Your email address will not be published. Required fields are marked *