କଳାହାଣ୍ଡି ରେ ନବୀନ:ନିର୍ବାଚନରେ ଭଲ ରେଜଲ୍ଟ କରିବୁ

ଆଜି ଦ୍ୱିତୀୟ ଦିନ ପ୍ରଚାର ପାଇଁ ନବୀନ ଅଛନ୍ତି କଳାହାଣ୍ଡି ରେ। ଆଜି ରୋଡ ସୋ କରି ଭୋଟର୍ ମାନଙ୍କୁ ଭୋଟ ନିବେନ୍ଦନ କରିବେ। ପ୍ରଚାର ର ଶେଷ ଦିନରେ ସବୁ ଦଳ ନଜର ସମ୍ପୂର୍ଣ ଜୋସ୍ ର ସହ ପ୍ରଚାର ପାଇଁ ବ୍ୟସ୍ତ।

ନବୀନ ଆଜି କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ଦର୍ଶନ କରି ସୋ ରେ ବାହାରିଛନ୍ତି।

ନବୀନ ଙ୍କୁ ନିର୍ବାଚନ ବିଷୟରେ ପଚରାଯିବାରେ ସେ କହିଥିଲେ ଯେ ନିର୍ବାଚନରେ ଭଲ ରେଜଲ୍ଟ କରିବୁ।

ଲୋକ ମାନଙ୍କର ବିଜେଡ଼ି ପାଇଁ ସମର୍ଥନ ଓ ଭଲ ପାଇବା ଅଛି। ଆମେ ଆଗକୁ କଳାହାଣ୍ଡି ର ଆହୁରି ଉନ୍ନତି କରିବୁ।

Leave a Reply

Your email address will not be published. Required fields are marked *