ବାସ୍ତବିକ୍ ମା ର ଋଣ କେହି ବି ସୁଝି ପାରିବେନି। ମାଆ ତା ନିଜ ପିଲା ପାଇଁ କିଛି ବି କରିପାରେ। ଏପରି କି ମୃତ୍ୟୁ ସବା ବି ଲଢ଼ି ପରେ। ଏହି ପରି ଗୋଟିଏ ଘଟଣା ଘଟିଛି ପୁନେ ଠାରେ। ନିଜ ପିଲା କୁ ବଞ୍ଚେଇବାକୁ ମା କରିଥିଲା ବାଘ ସହ ଲଢେଇ।
ଘର ବାହାରେ ସୋଇଥିବାବେଳେ ଚିତ ବାଘ ଆସି ୧୮ ମାସ ର ଶିଶୁ ପୁତ୍ର କୁ ଆକ୍ରମଣ କଲା। ବାଘ ଟି ଶିଶୁ ର ମୁଣ୍ଡ ଟାଣି ନେଇଯାଉଥିବା ବେଳେ ପାଖରେ ସୋଇଥିବା ଶିଶୁ ଟି ର ମା ଆସି ବାଘକୁ କରିଥିଲା ଆକ୍ରମଣ। ପାଖରେ କିଛି ନଥିବାରୁ ଖାଲି ହାତରେ ବାଘ ସହ ଲଢେଇ କରି ନିଜ ପୁଅ କୁ ବଞ୍ଚେଇବା କଥା ଏବେ ସ୍ଥାନୀୟ ଅଞ୍ଚଳ ର ଚର୍ଚ୍ଚା ର ବିଷୟ ପାଲଟିଛି।