ତିନି ତଲାକ ପାଇବା ପରେ ବଦଳିଗଲେ ରେଶମା ,ହିନ୍ଦୁ ଯୁବକ ଙ୍କୁ ବିବାହ କରି କହିଲେ ଜୟ ଶ୍ରୀରାମ

ରେଶମା ଜୀବନରେ ଏମିତି ଏକ ସମୟ ଆସିଲା ଯେଉଁ ସମୟରେ ସେ ବର୍ବାଦ ହେବାକୁ ଯାଉଥିଲା I ଯେତେବେଳେ ରେଶମାକୁ ତାର ସ୍ୱାମୀ ସୋହର ଛୋଟ କଥାକୁ ନେଇ ଡିଭର୍ସ ଦେଇ ବାହାର କରିଦେଲା ସେଵତେବେଳେ ସେ ତାର ସ୍ୱାମୀ ସୋହରକୁ ବୁଝାଇବାକୁ ବହୁତ ଚେଷ୍ଟା କଲା କିନ୍ତୁ ସେ ଵୁଝିଵାକୁ ଚେଷ୍ଟା କଲା ନାହିଁ I ତାପରେ ରେଶମା ଯାହା କଲା ତାହା ଏକ ମିସାଇଲ ଭଳି ରହିଗଲା I

ରେଶମା ଇସ୍ଲାମଙ୍କୁ ତ୍ୟାଗ କରି ନିଜର ନାଁ ରାଣୀ ରଖି ସନାତନ ନାମକ ଜଣେ ବ୍ୟକ୍ତିଙ୍କୁ ଆପଣାଇନେଲେ I ଶ୍ରୀରାମ ଜାନକୀ ମନ୍ଦିରରେ ଜୟ ଶ୍ରୀରାମ କହି ହିନ୍ଦୁରୀତି ଅନୁସାରେ ବିବାହ କଲେ I ମାମଲା ହେଉଛି ଉତ୍ତର ପ୍ରଦେଶ ପୋଲଭିତ୍ତିର I ଖବର ଅନୁସାରେ 29 ବର୍ଷୀୟା ରାନୀ ପୋଲଭିତ୍ତିରେ ମହଲା ଦେଶନଗରର ଜୟ ସନ୍ତରୀ ଦେଵୀ ମନ୍ଦିର ପାଖରେ ରହୁଥିଲେ I ତାଙ୍କ ପିତାଙ୍କ ନାଁ ଥିଲା ମୋ.ଇସ୍ଲାମ I ରେଶମା କହିଲାକି ତାର ବିବାହ ତିନି ବର୍ଷ ପୂର୍ବରୁ ମୋହମ୍ମଦ ରହିଜଙ୍କ ସହ ହୋଇଥିଲା I ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ହଇରାଣ କରିବାରେ ଲାଗିଥିଲେ I ରେଶମାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ତାଙ୍କୁ 5 ଏପ୍ରିଲି ଦିନ ଡିଭର୍ସ ଦେଇଥିଲେ ଓ ମାଡମାରି ଘରୁ ବାହାର କରିଦେଇଥିଲା I

ରେଶମା ଓ ତା ଘରବାଲା ବୁଝାଇବାକୁ ବହୁତ ଚେଷ୍ଟା କଲେ କିନ୍ତୁ ଶଶୁର ଘର ବୁଝିବାକୁ ଚେଷ୍ଟା କଲେ ନାହିଁ I ତାପରେ ରେଶମା ହିନ୍ଦୁ ସଂଗଠନ ସହ ଜଡିତ ଦୀପକ ରାଠୋରଙ୍କ ସମ୍ପର୍କରେ ଆସିଲେ I ରେଶମାଙ୍କ ସବୁ କଥା ଶୁଣିଲା ପରେ ଦୀପକ ତାଙ୍କ ସାମ୍ନାରେ ବିବାହର ପ୍ରସ୍ତାବ ରଖିଲା ଓ ଜନ୍ମାଜନ୍ମାନ୍ତର ସାଥିରେ ରହିବାକୁ କଥା ଦେଲା I ରେଶମା ତାଙ୍କ କଥାକୁ ସ୍ୱିକାର କରିନେଲା ଓ ତାପରେ ସେମାନେ ନୂଆ ଜୀବନ ଆରମ୍ଭ କଲେ Iଏହା ପରେ ବୁଧୁବାର ଦିନ ପ୍ରେମନଗରର ରାମଜାନକୀ ମନ୍ଦିରରେ ରେଶମାଙ୍କ ଧର୍ମ ପରିବର୍ତନ କରାଯାଇ ତାଙ୍କ ନାମ ରାନୀ ରଖାଗଲା I

ତାପରେ ବୈଦିକ ମନ୍ତ୍ରଉପଚାର ସହ ଯଂଜ୍ଞବେଦି ଉପରେ ଦିପକର ଗଳାରେ ମାଳ ପିନ୍ଧାଇଲା I ଜୟ ଶ୍ରୀରାମଙ୍କ ନାମ ନେଇ ଅଗ୍ନିର ଚାରିପଟେ ବୁଲି ଜନ୍ମାଜନ୍ମାନ୍ତର ପାଇଁ ବିବାହାର ବନ୍ଧନରେ ବାନ୍ଧିହୋଇଗଲେ I ରେଶମା ଇସ୍ଲାମ ଧର୍ମକୁ ତ୍ୟାଗ କରି ହିନ୍ଦୁ ଧର୍ମକୁ ଆପଣାଇ ଦୀପକ ସହିତ ବିବାହ କଲେ I

Leave a Reply

Your email address will not be published. Required fields are marked *