ଜମାଟୋ ଜଣେ ଦିବ୍ୟାଙ୍ଗକୁ ଦେଲା ଖାଦ୍ୟ ଡେ଼ଲିଭରିର ଚାକିରୀ , ସୋସିଆଲ ମିଡିଆରେ ପ୍ରଶଂସା ର ସୁଅ

ମଣିଷ ସେପର୍ଯ୍ୟନ୍ତ ଦୁର୍ବଳ ଥାଏ ଯେପର୍ଯ୍ୟନ୍ତ ସେ ନିଜକୁ ଦୁର୍ବଳ ବୋଲି ଭାବିଥାଏ I ନିଜ ଶକ୍ତିକୁ ଜାଣିନେଲା ପରେ କୌଣସିବି କାମ ଅସମ୍ଭବ ହୋଇନଥାଏ I ଖାଦ୍ୟ ଡେଲିଭରି କମ୍ପାନୀ ଏମିତି ଏକ ଦିବ୍ୟାଙ୍ଗଙ୍କ ସାହସିକତାକୁ ଦେଖି ତାଙ୍କୁ ଜବ ଦେଇଥିଲା I ରାଜସ୍ତାନର ବ୍ୟବାର ସହରରେ ଜମାଟୋ ଫୁଡୁ କମ୍ପାନୀ ଏକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଫୁଡୁ ଡେଲିଭରି ଜବ ଦେଇଥିଲା ଜଉଥିରେ ସେ ନିଜର ଭରଣ ପୋଷଣ କରିପାରିବେ Iବ୍ୟକ୍ତି ଜଣଙ୍କ ମଧ୍ୟ ନିଜର ଶାରୀରିକ ଅକ୍ଷମତା ସତ୍ୱେ କର୍ତବ୍ୟ କୁ ସୁଚାରୁ ରୂପେ ତୁଲାଉଛନ୍ତି ଯାହାର ଭିଡିଓ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି I ଲୋକ ମାନେ ଏହି ଭିଡିଓକୁ ସେୟାର କରି ଜମାଟୋ କମ୍ପାନୀର ବହୁତ ପ୍ରଶଂସା କରୁଛନ୍ତି I

Leave a Reply

Your email address will not be published. Required fields are marked *